അർത്ഥം : ଯାହାଙ୍କୁ କିଛି ବିଶେଷ ଯୋଗ୍ୟତା ବା କ୍ଷମତା ମିଳିଛି
ഉദാഹരണം :
ଏମାନଙ୍କ ମଧ୍ୟରୁ କେହି ବି ଏହି ଚାକିରିର ଅଧିକାରୀ ନୁହନ୍ତି
മറ്റ് ഭാഷകളിലേക്കുള്ള വിവർത്തനം :
वह जिसे कोई विशेष योग्यता या क्षमता प्राप्त हो।
इस नौकरी का अधिकारी इनमें से कोई भी नहीं है।അർത്ഥം : ଉପଯୁକ୍ତ ପାତ୍ର
ഉദാഹരണം :
ମାତାପିତାଙ୍କ ଚିତାକୁ ନିଆଁ ଦେବାର ପ୍ରଥମ ଅଧିକାରୀ ସେମାନଙ୍କ ପୁଅ ହୋଇଥାଏ
മറ്റ് ഭാഷകളിലേക്കുള്ള വിവർത്തനം :
അർത്ഥം : କୌଣସି ଉଚ୍ଚ ପଦରେ କାର୍ଯ୍ୟରତ କର୍ମଚାରୀ
ഉദാഹരണം :
ଶ୍ୟାମର ବାପା ସୈନ୍ୟ ବିଭାଗରେ ଜଣେ ବହୁତ ବଡ଼ ଅଧିକାରୀ ଅଛନ୍ତି
പര്യായപദങ്ങൾ : ଅଫିସର୍, ହାକିମ୍
മറ്റ് ഭാഷകളിലേക്കുള്ള വിവർത്തനം :
Someone who is appointed or elected to an office and who holds a position of trust.
He is an officer of the court.അർത്ഥം : ଯାହାକୁ ଅଧିକାର ଦିଆଯାଇଛି କିମ୍ବା ଯାହାଙ୍କର କିଛି କରିବା ବା ପାଇବାର ଅଧିକାର ଅଛି
ഉദാഹരണം :
ଜେଜେମା’ଙ୍କ ଇଚ୍ଛାପତ୍ର ଅନୁସାରେ ରାମ ମଧ୍ୟ ଏହି ଘରେ ରହିବାର ଅଧିକାରୀ
പര്യായപദങ്ങൾ : ଅଧିକାର ପ୍ରାପ୍ତ, ଅଧିକାର ଯୁକ୍ତ, ହକଦାର
മറ്റ് ഭാഷകളിലേക്കുള്ള വിവർത്തനം :
जिसे अधिकार दिया गया हो या जिसे कुछ करने या पाने का अधिकार हो।
दादी की वसीयत के अनुसार राम भी इस घर में रहने का अधिकारी है।Having authority or ascendancy or influence.
An important official.