അർത്ഥം : କୌଣସି ବସ୍ତୁ ବା ଘଟଣାର ଆବଶ୍ୟକତାରୁ ଅଧିକ ହେବାର ଅବସ୍ଥା ବା ଭାବ
ഉദാഹരണം :
ଅଧିକ ସବୁବେଳେ ମନ୍ଦ
മറ്റ് ഭാഷകളിലേക്കുള്ള വിവർത്തനം :
किसी वस्तु या बात का आवश्यकता या औचित्य से अधिक या गम्भीर होने की अवस्था या भाव।
किसी भी चीज का अतिरेक अच्छा नहीं होता।അർത്ഥം : ନ୍ୟାୟରେ ଏକ ପ୍ରକାର ନିଗ୍ରହସ୍ଥାନ
ഉദാഹരണം :
ଅଧିକରୁ ରକ୍ଷାପାଇବାର ଉପାୟ ବତାନ୍ତୁ
മറ്റ് ഭാഷകളിലേക്കുള്ള വിവർത്തനം :
അർത്ഥം : ଅଧିକ ମାତ୍ରାରେ
ഉദാഹരണം :
ସେ ଆଜି ଖୁବ ହସିଲା
പര്യായപദങ്ങൾ : ଖୁବ, ବହୁତ, ବେଜାଏ
മറ്റ് ഭാഷകളിലേക്കുള്ള വിവർത്തനം :
To a very great degree or extent.
I feel a lot better.അർത്ഥം : ଅଧିକ ବା ଜାଦା
ഉദാഹരണം :
ସେ ଚିନି ଦଶ କିଲୋରୁ ଅଧିକ ପରିବାବାଲା ଏକ କିଲୋ ପରିବା ଓଜନ କରିବାପରେ ଉପରେ ଆଉକିଛି ଢାଳିଦେଲେ
മറ്റ് ഭാഷകളിലേക്കുള്ള വിവർത്തനം :
അർത്ഥം : ଯାହା ଶ୍ରେଣୀ, ପ୍ରବଳତା, ମାତ୍ରା ଆଦିରେ ସାମାନ୍ୟ ବଡ଼ ହୋଇଥାଏ
ഉദാഹരണം :
ଉଚ୍ଚ ତାପମାନରେ ପାଣି
പര്യായപദങ്ങൾ : ଉଚ୍ଚ
മറ്റ് ഭാഷകളിലേക്കുള്ള വിവർത്തനം :
Greater than normal in degree or intensity or amount.
A high temperature.അർത്ഥം : ଯାହା ମାତ୍ରାରେ ଅଧିକ
ഉദാഹരണം :
ସେ ଅଗାଧ ସଂପତ୍ତିର ମାଲିକ
പര്യായപദങ്ങൾ : ଅଗାଧ, ଅତି, ଅତିଶୟ, ଅତ୍ୟନ୍ତ, ଖୁବ୍, ପ୍ରଚୁର, ବହୁ, ବହୁତ, ବେଶୀ
മറ്റ് ഭാഷകളിലേക്കുള്ള വിവർത്തനം :
(quantifier used with mass nouns) great in quantity or degree or extent.
Not much rain.അർത്ഥം : ଅଧିକ ଅଂଶ ସହିତ ସମ୍ବନ୍ଧିତ ବା ଅଧିକ ଅଂଶର ବା ଯାହା ଅଧିକ ମାତ୍ରାରେ ଅଛି
ഉദാഹരണം :
ଏହି କ୍ଷେତ୍ରର ଅଧିକାଂଶ ଭାଗ ଜଙ୍ଗଲ ବେଷ୍ଠିତ
മറ്റ് ഭാഷകളിലേക്കുള്ള വിവർത്തനം :
Greater in number or size or amount.
A major portion (a majority) of the population.