അംഗമാകുക
പേജ് വിലാസം ക്ലിപ്ബോർഡിലേക്ക് പകർത്തുക.
അർത്ഥം : ରାଜକୀୟ ବା ଲୋକସେବାର ଅନ୍ତର୍ଗତ ବିଭାଗ ଯେଉଁଠି ଅନେକ ତଳିଆ କର୍ମଚାରୀ ଥାନ୍ତି
ഉദാഹരണം : ସେ ଅଧସ୍ତନ ନିମନ୍ତେ ଦରଖାସ୍ତ ପକାଇଛି
മറ്റ് ഭാഷകളിലേക്കുള്ള വിവർത്തനം :हिन्दी
राजकीय या लोक सेवा का वह अंग जिसके अंतर्गत निम्न कोटि के कर्मचारी होते हैं।
അർത്ഥം : ଆଜ୍ଞା, ଅଧିକାରଆଦି କ୍ଷେତ୍ରରେ କାହାତଳେ ରହିବା ଲୋକ
ഉദാഹരണം : ନିଜ ଅଧୀନ କର୍ମଚାରୀମାନଙ୍କ ସହିତ ମୀରାର ବ୍ୟବହାର ଭଲ ନାହିଁ
പര്യായപദങ്ങൾ : ଅଧୀନ, ନିମ୍ନସ୍ଥ
आज्ञा, अधिकार आदि में किसी के नीचे रहने वाला।
അർത്ഥം : ପଦ, ମର୍ଯ୍ୟଦା ବା ଅବସ୍ଥାରେ ଛୋଟ
ഉദാഹരണം : ସେ ନିଜର କନିଷ୍ଠ ସହକର୍ମୀମାନଙ୍କ ସହିତ ଭଲ ସମ୍ପର୍କ ରଖେ
പര്യായപദങ്ങൾ : କନିଷ୍ଠ, ନିମ୍ନସ୍ଥ
जो पद, मर्यादा, योग्यता आदि में छोटा या दूसरों से घटकर हो।
ഇൻസ്റ്റാൾ ചെയ്യുക