അർത്ഥം : ଅଳଂକାର ଶାସ୍ତ୍ରାନୁସାରେ ନଅ ରସ ମଧ୍ୟରୁ ଏକ
ഉദാഹരണം :
କୌଣସି ଅସାଧାରଣ ବସ୍ତୁକୁ ଦେଖି, ପଢ଼ି ବା ଶୁଣି ଯେବେ ଆମ ହୃଦୟରେ ବିସ୍ମୟ ଭାବ ଉତ୍ପନ୍ନ ହୁଏ, ଏଭଳି ବର୍ଣ୍ଣନାକୁ ଅଦ୍ଭୁତ ରସ କୁହାଯାଏ‘
പര്യായപദങ്ങൾ : ଅଦ୍ଭୁତ ରସ
മറ്റ് ഭാഷകളിലേക്കുള്ള വിവർത്തനം :
അർത്ഥം : କୌଣସି ନୂଆ, ବିଲକ୍ଷଣ ବା ଅସାଧାରଣ କଥାକୁ ଦେଖିବା, ଶୁଣିବା ବା ଧ୍ୟାନରେ ଆଣିବାଦ୍ୱାରା ଉତ୍ପନ୍ନ ହେଉଥିବା ମନର ଏକ ପ୍ରକାରଭାବ
ഉദാഹരണം :
ହଠାତ୍ ମୋତେ ଦେଖି ତାକୁ ଆଶ୍ଚର୍ଯ୍ୟ ଲାଗିଲା
പര്യായപദങ്ങൾ : ଅସମ୍ଭବ, ଆଶ୍ଚର୍ଯ୍ୟ, ତାଜୁବ୍, ବିସ୍ମୟ
മറ്റ് ഭാഷകളിലേക്കുള്ള വിവർത്തനം :
मन का वह भाव जो किसी नई, विलक्षण या असाधारण बात को देखने, सुनने या ध्यान में आने से उत्पन्न होता है।
आश्चर्य की बात यह है कि इतनी बड़ी ख़बर सुनकर भी उन्होनें कोई प्रतिक्रिया नहीं की।The astonishment you feel when something totally unexpected happens to you.
surpriseഅർത്ഥം : ଯାହା ବିଶେଷ ଲକ୍ଷଣଯୁକ୍ତ
ഉദാഹരണം :
ମତ୍ସ୍ୟ୍ୟକନ୍ୟା ଏକ ବିଲକ୍ଷଣ ଜୀବ
പര്യായപദങ്ങൾ : ଅଜବ, ଅଦ୍ଭୁତପୂର୍ବ, ଅପୂର୍ବ, ଅଲୌକିକ, ଆଶ୍ଚର୍ଯ୍ୟଜନକ, ବିଚିତ୍ର, ବିଲକ୍ଷଣ
മറ്റ് ഭാഷകളിലേക്കുള്ള വിവർത്തനം :
जो विशेष लक्षण से युक्त हो।
मत्स्यनारी एक विलक्षण जीव है।Strikingly strange or unusual.
An exotic hair style.അർത്ഥം : କରାମତି ବା ଚମତ୍କାର ଦେଖାଉଥିବା ଲୋକ
ഉദാഹരണം :
ସତ୍ୟ ସାଇବାବା ଜଣେ ଚମତ୍କାରୀ ପୁରୁଷ
പര്യായപദങ്ങൾ : ଆଶ୍ଚର୍ଯ୍ୟମୟ, ଚମତ୍କାରୀ
മറ്റ് ഭാഷകളിലേക്കുള്ള വിവർത്തനം :
അർത്ഥം : ଜିଜ୍ଞାସା ଉତ୍ପନ୍ନ କରିବା ଲୋକ
ഉദാഹരണം :
ମୋ ସହିତ ଗୋଟିଏ ବିଚିତ୍ର ଘଟଣା ଘଟିଲା
പര്യായപദങ്ങൾ : ଜିଜ୍ଞାସାଜନକ, ବିଚିତ୍ର, ବିଲକ୍ଷଣ, ବିସ୍ମୟକାରକକୌତୁହଳଜନକ, ବିସ୍ମୟକାରୀ, ବିସ୍ମୟଜନକ
മറ്റ് ഭാഷകളിലേക്കുള്ള വിവർത്തനം :