അർത്ഥം : ଏକ ଅଳଙ୍କାର ଯେଉଁଥିରେ ଭେଦରେ ଅଭେଦ, ଅସମ୍ବନ୍ଧରେ ସମ୍ବନ୍ଧଆଦି ଦେଖାଇ କୌଣସି ବସ୍ତୁର ଅଧିକ ବର୍ଣ୍ଣନା ଦିଆଯାଇଥାଏ
ഉദാഹരണം :
ପ୍ରାଚୀନ କବିମାନଙ୍କ ରଚନା ଅତିଶୟୋକ୍ତି ଅଳଙ୍କାରେ ପୂର୍ଣ୍ଣ ହୋଇ ରହୁଥିଲା
പര്യായപദങ്ങൾ : ଅତିଶୟୋକ୍ତି ଅଳଙ୍କାର
മറ്റ് ഭാഷകളിലേക്കുള്ള വിവർത്തനം :
एक अलंकार जिसमें भेद में अभेद, असंबंध में संबंध आदि दिखाकर किसी वस्तु का बहुत बढ़ाकर वर्णन होता है।
आदिकालीन कवियों की रचनाएँ अतिशयोक्ति अलंकार से भरी पड़ी हैं।അർത്ഥം : କୌଣସି ବସ୍ତୁକୁ ଅତିରଞ୍ଜିତ କରି ବର୍ଣ୍ଣନା କରୁଥିବା ଅର୍ଥାଳଙ୍କାର
ഉദാഹരണം :
ଏହି କବିତାରେ ନାୟିକାର ରୂପ ବର୍ଣ୍ଣନା ପାଇଁ ଅତିଶୟୋକ୍ତିର ବ୍ୟବହାର ହୋଇଛି
അർത്ഥം : ବହୁତ ବନେଇଚୁନେଇ ବା ନିଜ ଆଡ଼ୁ ବହୁତକିଛି ମିଶାଇ କୁହାଯାଉଥିବା କଥା
ഉദാഹരണം :
ତାଙ୍କର ଭାଷଣ ଅତିଶୟୋକ୍ତିରେ ପୂର୍ଣ୍ଣଥିଲା
പര്യായപദങ്ങൾ : ଅତିରଞ୍ଜନ ଅତ୍ୟୁକ୍ତି
മറ്റ് ഭാഷകളിലേക്കുള്ള വിവർത്തനം :
बहुत बढ़ा-चढ़ाकर या अपनी ओर से बहुत-कुछ मिलाकर कही हुई बात।
उनका भाषण अतिशयोक्ति से पूर्ण था।