അർത്ഥം : ଟଙ୍କାର ଷୋହଳ ଭାଗରୁ ଏକଭାଗ
ഉദാഹരണം :
ଭିକାରୀର ତାଟିଆ ଆଠ ଅଣା ଓ ଚାରି ଅଣାରେ ଭରି ଯାଇଛି ଆଜିକାଲି ଅଣାର ପ୍ରଚଳନ ପ୍ରାୟ ସମାପ୍ତ ହୋଇଗଲାଣି
മറ്റ് ഭാഷകളിലേക്കുള്ള വിവർത്തനം :
അർത്ഥം : କୌଣସି ବସ୍ତୁ ଆଦିର ଷୋହଳ ଭାଗରୁ ଏକ ଭାଗ
ഉദാഹരണം :
ପର୍ଯ୍ୟାପ୍ତ ବର୍ଷା ନ ହେବା କାରଣରୁ ଏହି ବର୍ଷ ମାତ୍ର ଆଠ ଅଣା ଫସଲ ହେବାର ଆଶା ଅଛି
മറ്റ് ഭാഷകളിലേക്കുള്ള വിവർത്തനം :
किसी वस्तु आदि का सोलहवाँ भाग।
पर्याप्त वर्षा न होने के कारण इस वर्ष सिर्फ आठ आने ही फसल होने की उम्मीद है।