അംഗമാകുക
പേജ് വിലാസം ക്ലിപ്ബോർഡിലേക്ക് പകർത്തുക.
അർത്ഥം : ମଗଧର ରାଜା ବିମ୍ବିସାରଙ୍କ ପୁତ୍ର
ഉദാഹരണം : ଅଜାତଶତ୍ରୁ ଗୌତମ ବୁଦ୍ଧଙ୍କ ସମୟରେ ଥିଲେ
മറ്റ് ഭാഷകളിലേക്കുള്ള വിവർത്തനം :हिन्दी English
मगध के राजा बिम्बसार का पुत्र।
A prince or king in India.
അർത്ഥം : ଯାହାର କୌଣସି ଶତ୍ରୁ ନାହିଁ
ഉദാഹരണം : ଶତ୍ରୁହୀନ ରାଜା ଅନେକ ବର୍ଷ ପର୍ଯ୍ୟନ୍ତ ରାଜଭୋଗ କରନ୍ତି
പര്യായപദങ്ങൾ : ଶତ୍ରୁହୀନ
മറ്റ് ഭാഷകളിലേക്കുള്ള വിവർത്തനം :हिन्दी
जिसका कोई शत्रु न हो।
അർത്ഥം : ଯେ ଶତ୍ରୁ ନୁହେଁ
ഉദാഹരണം : ଶତ୍ରୁହୀନ ରାଜାଙ୍କ ରାଜ୍ୟରେ ପ୍ରଜା ସୁଖୀ ଓ ସମ୍ପନ୍ନ ଥାନ୍ତି
जो शत्रु न हो।
അർത്ഥം : ଯାହାର କୌଣସି ଶତ୍ରୁ ନାହାନ୍ତି
ഉദാഹരണം : ସେ ଶତ୍ରୁହୀନ ବ୍ୟକ୍ତି
പര്യായപദങ്ങൾ : ଶତ୍ରୁବିହୀନ, ଶତ୍ରୁହୀନ
ഇൻസ്റ്റാൾ ചെയ്യുക