അംഗമാകുക
പേജ് വിലാസം ക്ലിപ്ബോർഡിലേക്ക് പകർത്തുക.
അർത്ഥം : ନାଭାଗଙ୍କ ପୁତ୍ର ଥିବା ଜଣେ ରଘୁବଂଶୀ ରାଜା
ഉദാഹരണം : ଅଜ ରାଜା ଦଶରଥଙ୍କ ବାପା ଥିଲେ
മറ്റ് ഭാഷകളിലേക്കുള്ള വിവർത്തനം :हिन्दी English
एक रघुवंशी राजा जो नाभाग के पुत्र थे।
A prince or king in India.
അർത്ഥം : ଜଣେ ଅସୁର
ഉദാഹരണം : କୃଷ୍ଣ ଅଜାସୁରକୁ ମାରିଥିଲେ
പര്യായപദങ്ങൾ : ଅଜାସୁର
മറ്റ് ഭാഷകളിലേക്കുള്ള വിവർത്തനം :हिन्दी
एक असुर।
അർത്ഥം : ପୁରୁଷ ଛେଳି
ഉദാഹരണം : ସେ ଗୋଟିଏ ଅଣ୍ଡିରା ଛେଳି ଓ ଦୁଇଟି ମାଈ ଛେଳି ପାଳିଛି
പര്യായപദങ്ങൾ : ଅଣ୍ଡିରା ଛେଳି, ଖାସି, ଛାଗ, ବୋଦା
नर बकरी।
Male goat.
അർത്ഥം : ଯେ ଜନ୍ମ ନେଇ ନାହାନ୍ତି
ഉദാഹരണം : ବ୍ରହ୍ମ ହେଉଛନ୍ତି ଅଜନ୍ମା
പര്യായപദങ്ങൾ : ଅଜନ୍ମା, ଅଜାତ, ଅନାଗତ, ଅଯୋନି, ଜନ୍ମରହିତ, ଜନ୍ମଶୂନ୍ୟ
जिसने योनि से जन्म न लिया हो।
Not yet brought into existence.
ഇൻസ്റ്റാൾ ചെയ്യുക