അർത്ഥം : ଯାହାକୁ ନିଆ ଯାଇନାହିଁ ବା ଗ୍ରହଣ କରାଯାଇନାହିଁ
ഉദാഹരണം :
ଅଗୃହୀତ ବସ୍ତୁଗୁଡ଼ିକୁ ଫେରସ୍ତ କରି ଦିଆଗଲା
പര്യായപദങ്ങൾ : ଅଗୃହୀତ
മറ്റ് ഭാഷകളിലേക്കുള്ള വിവർത്തനം :
जो न लिया गया हो या जिसको ग्रहण न किया गया हो।
अग्रहीत वस्तुओं को वापस कर दिया गया।അർത്ഥം : ଯାହା ସ୍ୱୀକାର କରିବାପାଇଁ ଯୋଗ୍ୟ ନୁହେଁ
ഉദാഹരണം :
ଆପଣ ବାରମ୍ବାର ଅଗ୍ରାହ୍ୟ ଉପଦେଶ କ’ଣପାଇଁ ଦିଅନ୍ତି ?
പര്യായപദങ്ങൾ : ଅଗ୍ରାହ୍ୟ, ଅମାନ୍ୟ, ଅସ୍ୱୀକାର୍ଯ୍ୟ
മറ്റ് ഭാഷകളിലേക്കുള്ള വിവർത്തനം :
जो लेने या स्वीकार करने के योग्य न हो।
आप बार-बार अस्वीकार्य सुझाव ही क्यों देते हैं।