അംഗമാകുക
പേജ് വിലാസം ക്ലിപ്ബോർഡിലേക്ക് പകർത്തുക.
അർത്ഥം : କୌଣସି ବସ୍ତୁଆଦିର ଆଗରେ ବାହାରିଥିବା ପତଳା ଅଂଶ
ഉദാഹരണം : ଦୁର୍ଯୋଧନ ଶ୍ରୀକୃଷ୍ଣଙ୍କୁ କହିଲେ ଯେ ବିନା ଯୁଦ୍ଧରେ ସେ ଛୁଞ୍ଚିର ଅଗ ପରିମାଣ ଜମି ମଧ୍ୟ ପାଣ୍ଡବମାନଙ୍କୁ ଦେବେନାହିଁ
പര്യായപദങ്ങൾ : ମୁନ
മറ്റ് ഭാഷകളിലേക്കുള്ള വിവർത്തനം :हिन्दी English
किसी वस्तु आदि का आगे की ओर निकला हुआ पतला भाग।
A sharp point (as on the end of a spear).
അർത്ഥം : କୌଣସି ବସ୍ତୁଆଦିର ଅଗ୍ରଭାଗ
ഉദാഹരണം : ଏହି ଡଙ୍ଗାର ଅଗ୍ରଭାଗରେ ବହୁତ କଣା ହୋଇଗଲାଣି
പര്യായപദങ്ങൾ : ଅଗ୍ରଭାଗ, ଆଗ
किसी वस्तु आदि के आगे का भाग।
The side that is seen or that goes first.
ഇൻസ്റ്റാൾ ചെയ്യുക