അർത്ഥം : ନିମ୍ନ କୁଳରେ ଜନ୍ମଗ୍ରହଣ କରିଥିବା ଲୋକ
ഉദാഹരണം :
ସେ ଅହଂକାରବଶବର୍ତ୍ତୀ ହୋଇ ଅକୁଳୀନମାନଙ୍କୁ ହେୟ ଦୃଷ୍ଟିରେ ଦେଖନ୍ତି
പര്യായപദങ്ങൾ : ଅକୁଳୀନ ବ୍ୟକ୍ତି
മറ്റ് ഭാഷകളിലേക്കുള്ള വിവർത്തനം :
निम्न कुल में जन्मा व्यक्ति।
वह अहंकारवश अकुलीनों को हेय दृष्टि से देखता है।അർത്ഥം : ଯେ ଛୋଟ,ନୀଚ ବା ତୁଚ୍ଛ କୁଳ ବା ବଂଶର ହୋଇଥାଏ
ഉദാഹരണം :
ଏବେ ବି କିଛି ରୁଢ଼ିବାଦୀ ବ୍ରାହ୍ମଣ ଅକୁଳୀନ ବ୍ୟକ୍ତିଙ୍କ ଠାରୁ ପାଣି ପିଇବାକୁ ପସନ୍ଦ କରନ୍ତି ନାହିଁ
പര്യായപദങ്ങൾ : ଛୋଟଜାତି, ନିମ୍ନ ବଂଶୀୟ
മറ്റ് ഭാഷകളിലേക്കുള്ള വിവർത്തനം :
जो छोटे,नीच या तुच्छ कुल या वंश का हो।
आज भी कुछ रूढ़िवादी ब्राह्मण अकुलीन व्यक्तियों के यहाँ पानी तक पीना पसंद नहीं करते।