അർത്ഥം : ଯେଉଁ ବ୍ୟକ୍ତିର ହାତ ବା ଗୋଡ଼ ବିକୃତ ହୋଇଛି
ഉദാഹരണം :
ସର୍କସରେ ପଙ୍ଗୁର କୌଶଳ ଦେଖି ଦର୍ଶକମାନେ ଚକିତ ହେଲେ
പര്യായപദങ്ങൾ : ପଙ୍ଗୁ
മറ്റ് ഭാഷകളിലേക്കുള്ള വിവർത്തനം :
वह जिसके हाथ या पैर में विकृति हो।
सरकस में लुंजों का कारनामा देखकर दर्शक हैरान थे।അർത്ഥം : କାମ କରିବା ପାଇଁ ଅସମର୍ଥ
ഉദാഹരണം :
ଆମେ ଅକର୍ମଣ୍ୟ ଲୋକଙ୍କର ସହାୟତା କରିବା ଉଚିତ
അർത്ഥം : ଯାହାର ହାତ ବା ଗୋଡ଼ ବିକୃତ ହୋଇଥାଏ
ഉദാഹരണം :
ଏହି ପ୍ରତିଯୋଗିତାରେ କେବଳ ଶାରିରୀକ ଅକ୍ଷମ ବ୍ୟକ୍ତିମାନେ ହିଁ ଭାଗ ନେଇପାରିବେ
പര്യായപദങ്ങൾ : ପଙ୍ଗୁ, ଶାରିରୀକ ଅକ୍ଷମ
മറ്റ് ഭാഷകളിലേക്കുള്ള വിവർത്തനം :
जिसके हाथ या पैर में विकृति हो।
इस प्रयोगिता में केवल लुंज व्यक्ति ही भाग ले सकता है।