അർത്ഥം : ବୃତ୍ତ ପରିଧିର ତ୍ରିଶତ ଷଷ୍ଠିତମ ଭାଗ
ഉദാഹരണം :
ଗଣିତ ଅଧ୍ୟାପକ ଛାତ୍ରମାନଙ୍କୁ ତିରିଶ ଡିଗ୍ରୀର କୋଣ ଅଙ୍କନ କରିବାକୁ କହିଲେ
പര്യായപദങ്ങൾ : ଡିଗ୍ରୀ
മറ്റ് ഭാഷകളിലേക്കുള്ള വിവർത്തനം :
അർത്ഥം : କୌଣସି ଜମିଦାରୀରେ ଯେତେ ଭୂଭାଗ ଜଣେ ଅଂଶୀଦାରର ଅଧିକାରରେ ଥାଏ
ഉദാഹരണം :
ଅଂଶର ଭାଗବଣ୍ଟାକୁ ନେଇ ମହେଶର ପିଲାମାନେ ପରସ୍ପର ମଧ୍ୟରେ ଝଗଡ଼ା କରୁଛନ୍ତି
പര്യായപദങ്ങൾ : ଭାଗ
മറ്റ് ഭാഷകളിലേക്കുള്ള വിവർത്തനം :
किसी जमींदारी का उतना भूभाग जितना एक पट्टीदार के अधिकार में हो।
पट्टी के बँटवारे को लेकर महेश के लड़के आपस में लड़ते रहते हैं।അർത്ഥം : କୌଣସି ସମ୍ପତ୍ତି କିମ୍ବା ସେଥିରୁ ହେଉଥିବା ଆୟର ଭାଗ ବା ଅଂଶ
ഉദാഹരണം :
ସେ ମୋ ଭାଗ ମଧ୍ୟ ଖାଇଗଲା ସେଥିରେ ମୋର ମଧ୍ୟ ଭାଗ ଅଛି
പര്യായപദങ്ങൾ : ଭାଗ
മറ്റ് ഭാഷകളിലേക്കുള്ള വിവർത്തനം :
Assets belonging to or due to or contributed by an individual person or group.
He wanted his share in cash.അർത്ഥം : ସମଷ୍ଟି ବା ସମୂହର କିଛି ଅଂଶ
ഉദാഹരണം :
ଏହାର ମଧ୍ୟ ଭାଗ ଟିକେ ମୋଟା
പര്യായപദങ്ങൾ : ଭାଗ
മറ്റ് ഭാഷകളിലേക്കുള്ള വിവർത്തനം :
അർത്ഥം : ବିଭକ୍ତ ହେବା ବା ବାଣ୍ଟିବା ଦ୍ୱାରା ମିଳୁଥିବା ଅଂଶ
ഉദാഹരണം :
ମୁଁ ମୋ ଭାଗ ମଧ୍ୟ ଭାଇକୁ ଦେଇଦେଲି
മറ്റ് ഭാഷകളിലേക്കുള്ള വിവർത്തനം :
Assets belonging to or due to or contributed by an individual person or group.
He wanted his share in cash.അർത്ഥം : କୌଣସି କାମରେ ସହଭାଗୀ ବା ଭାଗନେବାର ପ୍ରକ୍ରିୟା
ഉദാഹരണം :
ଏହି ବେପାରରେ ମୋ ବଡ଼ଭାଇଙ୍କ ସହଭାଗିତା ଅଛି
പര്യായപദങ്ങൾ : ସହଭାଗିତା
മറ്റ് ഭാഷകളിലേക്കുള്ള വിവർത്തനം :
The act of sharing in the activities of a group.
The teacher tried to increase his students' engagement in class activities.അർത്ഥം : ଅଙ୍ଗ ବା ଅବୟବରୁ କୌଣସି ଗୋଟିଏ ଯାହାକୁ ଯୋଗକଲେ କୌଣସି ଜିନିଷ ତିଆରି ହୁଏ
ഉദാഹരണം :
ଏହି ଯନ୍ତ୍ରର ସବୁ ଅଂଶ ଗୋଟିଏ କାରଖାନାରେ ତିଆରି ହୋଇଛି ଏହାର ଆର ପାଦରେ ଆମେମାନେ ଆପଣମାନଙ୍କୁ ଏକ ନାଟକ ଦେଖାଇବୁ
പര്യായപദങ്ങൾ : ଖଣ୍ଡ, ଖଣ୍ଡିତାଂଶ, ଚରଣ, ପାଦ, ବିଭାଗ, ଭାଗ
മറ്റ് ഭാഷകളിലേക്കുള്ള വിവർത്തനം :
Something determined in relation to something that includes it.
He wanted to feel a part of something bigger than himself.