അർത്ഥം : ଯେତେବେଳେ କୌଣସି ପିଲାଆଦିଙ୍କୁ ଉଠାଇ ଜଙ୍ଘ ଉପରେ ଦୁଇ ହାତରେ ଧରି ବା ସେହିଭଳି ନିଜ ପେଟ, ଛାତିଆଦିରେ ଜାକି ଧରିବାର ଶାରୀରିକ ଅବସ୍ଥା
ഉദാഹരണം :
ମା’ ପିଲାକୁ କୋଳରେ ବସେଇ ଖାଦ୍ୟ ଖୁଆଉଛି
മറ്റ് ഭാഷകളിലേക്കുള്ള വിവർത്തനം :
The upper side of the thighs of a seated person.
He picked up the little girl and plopped her down in his lap.അർത്ഥം : ଶୂନରୁ ନଅ ପର୍ଯ୍ୟନ୍ତ ସଂଖ୍ୟା
ഉദാഹരണം :
ତିନି ଅଙ୍କ ବିଶିଷ୍ଟ ସବୁଠାରୁ ଛୋଟ ସଂଖ୍ୟା ଶହେ
പര്യായപദങ്ങൾ : ଅଙ୍କ
മറ്റ് ഭാഷകളിലേക്കുള്ള വിവർത്തനം :