അർത്ഥം : ପାଣି ବହିବାକୁ ଅଟକାଇବାପାଇଁ ତିଆରି ହୋଇଥିବା ହିଡ଼ ବା ବନ୍ଧ
ഉദാഹരണം :
ହିଡ଼ ଭାଙ୍ଗିଗଲା ଏବଂ ଖେତର ସବୁ ପାଣି ବହିଗଲା
മറ്റ് ഭാഷകളിലേക്കുള്ള വിവർത്തനം :
അർത്ഥം : ଖେତଆଦିର ସୀମା ସୂଚକ ମାଟି ତିଆରି ଉଚ୍ଚ ରେଖା ବା ବନ୍ଧ
ഉദാഹരണം :
ଭାଇମାନଙ୍କ ମଧ୍ୟରେ ବଣ୍ଟାହେବା କାରଣରୁ ଗୋଟିଏ ଖେତରେ କେତେଗୁଡିଏ ହିଡ଼ ପଡ଼ିଗଲା
പര്യായപദങ്ങൾ : ହୁଡ଼ା
മറ്റ് ഭാഷകളിലേക്കുള്ള വിവർത്തനം :