അർത്ഥം : ସୂକ୍ଷ୍ମ ଶରୀରସହିତ ସଂଯୁକ୍ତ ଆତ୍ମା
ഉദാഹരണം :
ଶୁଣାଯାଏ ଯେ ମାଆ ଗର୍ଭରୁ ଜାତହେବା ପୂର୍ବରୁ ଜୀବ ହିରଣ୍ୟଗର୍ଭ ହୋଇଯାଏ
മറ്റ് ഭാഷകളിലേക്കുള്ള വിവർത്തനം :
सूक्ष्म शरीर से संयुक्त आत्मा।
कहते हैं कि मां के गर्भ में आने से पूर्व जीव हिरण्यगर्भ होता है।അർത്ഥം : ହିନ୍ଦୁମାନଙ୍କର ଜଣେ ଦେବତା ଯାହାଙ୍କୁ ସୃଷ୍ଟିର ସ୍ରଷ୍ଟା ବୋଲି ବିଚାର କରାଯାଏ
ഉദാഹരണം :
ନାରଦ ବ୍ରହ୍ମାଙ୍କ ବରଦ ପୁତ୍ର
പര്യായപദങ്ങൾ : ଚତୁର୍ମୁଖ, ପଦ୍ମଯୋନି, ପିତାମହ, ପ୍ରଜାପତି, ବିଧାତା, ବ୍ରହ୍ମା, ହଂସବାହନ
മറ്റ് ഭാഷകളിലേക്കുള്ള വിവർത്തനം :
हिन्दुओं के एक देवता जो सृष्टि के सृजक माने जाते हैं।
नारद ब्रह्मा के वरद पुत्र हैं।The Creator. One of the three major deities in the later Hindu pantheon.
brahmaഅർത്ഥം : ଜଣେ ମନ୍ତ୍ରକାର ଋଷି
ഉദാഹരണം :
ଲୋକମାନେ ହିରଣ୍ୟଗର୍ଭଙ୍କ ପ୍ରତିଭା ସହିତ ପରିଚିତ ଥିଲେ
പര്യായപദങ്ങൾ : ହିରଣ୍ୟଗର୍ଭ ଋଷି
മറ്റ് ഭാഷകളിലേക്കുള്ള വിവർത്തനം :
A mentor in spiritual and philosophical topics who is renowned for profound wisdom.
sageഅർത്ഥം : ଯେଉଁ ଜ୍ୟୋତିର୍ମୟ ପିଣ୍ଡଦ୍ୱାରା ବ୍ରହ୍ମା ତଥା ସମସ୍ତ ସୃଷ୍ଟିର ଉତ୍ପତ୍ତି ହୋଇଛି
ഉദാഹരണം :
ମୋତେ ତ ହିରଣ୍ୟଗର୍ଭ ଏକ କଳ୍ପନାଭଳି ପ୍ରତୀୟମାନ ହୁଏ
മറ്റ് ഭാഷകളിലേക്കുള്ള വിവർത്തനം :
वह ज्योतिर्मय अंड जिससे ब्रह्मा तथा समस्त सृष्टि की उत्पत्ति हुई है।
मुझे तो हिरण्यगर्भ एक संकल्पना प्रतीत होता है।