അർത്ഥം : ପ୍ରତିଯୋଗିତା, ଯୁଦ୍ଧ, ଖେଳଆଦିରେ ସଫଳ ନହେବାରୁ ଏସଂପର୍କିତ ବସ୍ତୁଗୁଡ଼ିକୁ ହରାଇବା
ഉദാഹരണം :
ରାମନାଥ ଜୁଆରେ ପାଞ୍ଚ ହଜାର ଟଙ୍କା ହରାଇଲା
പര്യായപദങ്ങൾ : ହରେଇବା
മറ്റ് ഭാഷകളിലേക്കുള്ള വിവർത്തനം :
प्रतियोगिता,युद्ध,खेल आदि में सफल न होने के कारण हाथ से उसे या उससे संबंध रखनेवाली चीज़े जाने देना।
रामनाथ जुए में पाँच हज़ार हार गया।അർത്ഥം : ଯୁଦ୍ଧ, ଖେଳ, ପ୍ରତିଯୋଗିତା ଆଦିରେ ପ୍ରତିପକ୍ଷ ଦ୍ୱାରା ପରାସ୍ତ ହେବା
ഉദാഹരണം :
ମହାଭାରତ ଯୁଦ୍ଧରେ କୌରବମାନେ ହାରିଲେ
പര്യായപദങ്ങൾ : ପରାଜିତ ହେବା, ପରାଜୟବରଣ କରିବା, ପରାସ୍ତ ହେବା
മറ്റ് ഭാഷകളിലേക്കുള്ള വിവർത്തനം :
युद्ध, खेल, प्रतियोगिता आदि में प्रतिपक्षी के सामने विफल होना।
महाभारत के युद्ध में कौरव हारे।അർത്ഥം : ଚେଷ୍ଟାରେ ବିଫଳ ହେବା
ഉദാഹരണം :
ମୁଁ ଜୀବନରେ ହାରିଗଲି
പര്യായപദങ്ങൾ : ବିଫଳହେବା
മറ്റ് ഭാഷകളിലേക്കുള്ള വിവർത്തനം :
അർത്ഥം : କୁସ୍ତିଆଦିରେ ହାରିବା ବା ପରାସ୍ତହେବା
ഉദാഹരണം :
ମୋଟା ପହେଲମାନ ଗେଡ଼ା ପହେଲମାନଠାରୁ ହାରିଗଲା
പര്യായപദങ്ങൾ : ପରାସ୍ତହେବା
മറ്റ് ഭാഷകളിലേക്കുള്ള വിവർത്തനം :
അർത്ഥം : ନଷ୍ଟ ବା ବରବାଦ କରିବା
ഉദാഹരണം :
ଠାକୁରଙ୍କ ପୁଅ ଜୁଆରେ ସବୁ ଟଙ୍କା ଉଡ଼ାଇ ଦେଲା
പര്യായപദങ്ങൾ : ଉଡ଼ାଇ ଦେବା, ଉଡ଼େଇ ଦେବା, ନଷ୍ଟକରିବା, ବରବାଦକରିବା, ହରେଇବା
മറ്റ് ഭാഷകളിലേക്കുള്ള വിവർത്തനം :
नष्ट या बरबाद करना।
ठाकुर के बेटे ने जुए में खूब पैसा फूँका।