അർത്ഥം : କାହାକୁ କୌଣସି କାମ କରିବାରେ ସେମାନଙ୍କୁ କିଛି କହିକରି ଅଟକାଇବା ବା ସେମାନଙ୍କୁ କିଛି ପଚରାଉଚରା କରିବା
ഉദാഹരണം :
ଶିକ୍ଷକ ଛାତ୍ରମାନଙ୍କର ବିକୃତ ହସ୍ତାକ୍ଷର ଦେଖିକରି ସେମାନଙ୍କୁ ତାଗିଦ୍ କଲେ
പര്യായപദങ്ങൾ : ତାଗିଦ୍ କରିବା
മറ്റ് ഭാഷകളിലേക്കുള്ള വിവർത്തനം :
किसी के कोई काम करने पर उसे कुछ कहकर रोकना या उससे कुछ पूछ-ताछ करना।
शिक्षक ने विद्यार्थी की विकृत लिखावट देखकर उसे टोका।അർത്ഥം : ହଠାତ୍ ମଝିରେ ଆସି ପଡ଼ିବା
ഉദാഹരണം :
ବାପପୁଅଙ୍କ କଳିରେ ଆପଣ କାହିଁକି ପଡ଼ୁଛନ୍ତି?
പര്യായപദങ്ങൾ : ପଶିବା, ପଡ଼ିବା, ମୁଣ୍ଡପୁରେଇବା
മറ്റ് ഭാഷകളിലേക്കുള്ള വിവർത്തനം :
अनावश्यक रूप से बीच में बोलना या हस्तक्षेप करना।
बाप बेटे की लड़ाई में तुम टाँग मत अड़ाओ।