അംഗമാകുക
പേജ് വിലാസം ക്ലിപ്ബോർഡിലേക്ക് പകർത്തുക.
അർത്ഥം : ସ୍ୱଭାବ ସହିତ ସମ୍ବନ୍ଧ ରଖୁଥିବା ବା ହେବାବାଲା
ഉദാഹരണം : ରାଗିବା ତାର ସ୍ୱାଭାବିକ ଗୁଣ
പര്യായപദങ്ങൾ : ସ୍ୱଭାବଗତ, ସ୍ୱଭାବତଃ
മറ്റ് ഭാഷകളിലേക്കുള്ള വിവർത്തനം :हिन्दी
स्वभाव या प्रकृति से संबंध रखने या होने वाला।
അർത്ഥം : ସ୍ୱଭାବରେ ବା ଆପେ ଆପେ ହେଉଥିବା ବା ଯାହା କୃତ୍ରିମ ନୁହେଁ
ഉദാഹരണം : ଅନ୍ୟର ଦୁଃଖ ଦେଖି ଦ୍ରବିତ ହେବା ଏକ ସ୍ୱାଭାବିକ ପ୍ରତିକ୍ରିୟା
പര്യായപദങ്ങൾ : ଅକୃତିମ, ନୈସର୍ଗିକ, ପ୍ରାକୃତ, ପ୍ରାକୃତିକ, ସହଜ, ସାଧାରଣ
स्वभाव से या आप-से-आप होनेवाला या जो बनावटी न हो।
ഇൻസ്റ്റാൾ ചെയ്യുക