അർത്ഥം : ବ୍ୟକ୍ତି ବା ବସ୍ତୁଠାରେ ସବୁବେଳେ ପ୍ରାୟତଃ ଏକ ପ୍ରକାରର ମୁଖ୍ୟ ଗୁଣ
ഉദാഹരണം :
ସେ ସ୍ୱଭାବରେ ଲାଜକୁଳା
പര്യായപദങ്ങൾ : ପ୍ରକୃତି
മറ്റ് ഭാഷകളിലേക്കുള്ള വിവർത്തനം :
The essential qualities or characteristics by which something is recognized.
It is the nature of fire to burn.അർത്ഥം : ସେହି ପ୍ରକୃତି ଯାହା ବ୍ୟବହାରର ଲଗାତର ପ୍ରୟାସରେ ମିଳିଥାଏ
ഉദാഹരണം :
ପ୍ରତିଦିନ ସକାଳେ ଜଲ୍ଦି ଉଠିବା ତାର ଅଭ୍ୟାସ ଝଗଡ଼ା ଲଗେଇବା ତାହାର ଅଭ୍ୟାସ
മറ്റ് ഭാഷകളിലേക്കുള്ള വിവർത്തനം :
അർത്ഥം : କୌଣସି ବସ୍ତୁର ଗୁଣ ସୂଚକ
ഉദാഹരണം :
କଦଳୀ, ଅମୃତଭଣ୍ଡା, କଖାରୁଆଦି ଥଣ୍ଡା ସ୍ୱଭାବର ତଥା ଅଦା, ରସୁଣ, ପିଆଜ୍ଆଦି ଗରମ ସ୍ୱଭାବର ହୁଏ
മറ്റ് ഭാഷകളിലേക്കുള്ള വിവർത്തനം :
किसी वस्तु के गुण का सूचक।
केला, पपीता, सीताफल आदि ठंड़े तासीर के तथा अदरक,लहसुन, प्याज आदि गरम तासीर के होते हैं।