അർത്ഥം : ଯିଏ ଚଞ୍ଚଳ ନୁହେଁ
ഉദാഹരണം :
ସେ ଗମ୍ଭୀର ସ୍ୱଭାବର ବ୍ୟକ୍ତି
പര്യായപദങ്ങൾ : ଅଚଞ୍ଚଳ, ଗମ୍ଭୀର, ଥଣ୍ଡା ମିଜାଜ୍, ଶାନ୍ତ, ସୌମ୍ୟ
മറ്റ് ഭാഷകളിലേക്കുള്ള വിവർത്തനം :
അർത്ഥം : ଯେଉଁଥିରେ ପରିବର୍ତ୍ତନ ବା ଉତ୍ଥାନ-ପତନ ନ ଥାଏ
ഉദാഹരണം :
କିଛି ବସ୍ତୁ ସ୍ଥିର ତାପମାନରେ ରଖାଯାଏ
മറ്റ് ഭാഷകളിലേക്കുള്ള വിവർത്തനം :
जिसमें बदलाव या उतार-चढ़ाव न हो या एक ही स्थिति में रहनेवाला।
कुछ वस्तुओं को स्थिर तापमान पर रखा जाता है।അർത്ഥം : ଯେଉଁଥିରେ ଗତି ନାହିଁ କିନ୍ତୁ ସେଥିରେ ଗତି ଦିଆଯାଇପାରିବ
ഉദാഹരണം :
ଗତିହୀନ କାର୍ ଅଚାନକ ଚାଲିବାରେ ଲାଗିଲା
മറ്റ് ഭാഷകളിലേക്കുള്ള വിവർത്തനം :
അർത്ഥം : ଯେ ନିଷ୍ପତ୍ତି ବଦଳାଏ ନାହିଁ
ഉദാഹരണം :
ଭୀଷ୍ମ ପିତାମହ ବିବାହ ନକରିବାକୁ ଦୃଢ଼ ପ୍ରତିଜ୍ଞା କରିଥିଲେ ସେ ନିଜ ନିଷ୍ପତ୍ତି ଉପରେ ଅଟଳ ରହିଲେ
മറ്റ് ഭാഷകളിലേക്കുള്ള വിവർത്തനം :
അർത്ഥം : ଯାହାର ଚିତ୍ତ ସ୍ଥିର
ഉദാഹരണം :
ସ୍ଥିରଚିତ୍ତ ବ୍ୟକ୍ତି ବିପତ୍ତିରେ ଭୟ କରନ୍ତି ନାହିଁ
പര്യായപദങ്ങൾ : ଅଚଞ୍ଚଳ, ପ୍ରଶାନ୍ତ, ଶାନ୍ତ, ସୁଶାନ୍ତ, ସ୍ଥିରଚିତ୍ତ
മറ്റ് ഭാഷകളിലേക്കുള്ള വിവർത്തനം :
അർത്ഥം : ଯେଉଁଥିରେ ତରଙ୍ଗ ନାହିଁ
ഉദാഹരണം :
ଶ୍ୟାମ ଶାନ୍ତ ଜଳକୁ ପଥର ଫିଙ୍ଗୁଥିଲା
പര്യായപദങ്ങൾ : ତରଙ୍ଗହୀନ, ଶାନ୍ତ
മറ്റ് ഭാഷകളിലേക്കുള്ള വിവർത്തനം :
(of a body of water) free from disturbance by heavy waves.
A ribbon of sand between the angry sea and the placid bay.