അർത്ഥം : ସୂର୍ଯ୍ୟ ଓ ତାକୁ ପରିକ୍ରମା କରୁଥିବା ଯେଉଁ ଗ୍ରହମାନେ ସମୂହଭାବେ ମହାକାଶରେ ଏକ ସ୍ୱତନ୍ତ୍ର ଏକକ ରୂପେ ପରିଗଣିତ ହୁଅନ୍ତି
ഉദാഹരണം :
ବୈଜ୍ଞାନିକମାନେ ପ୍ଲୁଟୋକୁ ଗ୍ରହ ବୋଲି ନ ମାନି ତାକୁ ସୌରଜଗତରୁ ବାଦ୍ ଦେଇଛନ୍ତି
പര്യായപദങ്ങൾ : ସୌରଜଗତ
മറ്റ് ഭാഷകളിലേക്കുള്ള വിവർത്തനം :
The sun with the celestial bodies that revolve around it in its gravitational field.
solar system