അർത്ഥം : ହୋଟେଲ ଆଦିରେ ରହିବାପାଇଁ ନିର୍ମିତ ପରଷ୍ପରସହ ସଂଯୋଗ ହୋଇଥିବା ଅନେକ କୋଠରୀଥିବା ଆବାସ
ഉദാഹരണം :
ସେ ଦ୍ୱିତୀୟ ମହଲାର ସମସ୍ତ ସେଟ୍ କାର୍ଯ୍ୟାଳୟପାଇଁ ସ୍ଥିର କଲେ
പര്യായപദങ്ങൾ : ସୁଇଟ୍
മറ്റ് ഭാഷകളിലേക്കുള്ള വിവർത്തനം :
* होटल आदि में रहने के लिए बना हुआ कई एक दूसरे से संबद्ध कमरों वाला आवास।
उसने दूसरे महले का पूरा सेट कार्यालय के लिए निर्धारित कर दिया।അർത്ഥം : ମିଳିତ ହୋଇ ରହି ଏବଂ ମିଳିମିଶି କାମରେ ଆସୁଥିବା ଗୋଟିଏ ପ୍ରକାରର ବସ୍ତୁସମୂହ
ഉദാഹരണം :
ମୁଁ ଶବ୍ଦକୋଷର ଗୋଟିଏ ସେଟ୍ ନେଲି
മറ്റ് ഭാഷകളിലേക്കുള്ള വിവർത്തനം :
एक ही प्रकार की वस्तुओं का समूह जो साथ में होते हैं एवं साथ-साथ काम में आते हैं।
मैंने शब्दकोश का एक सेट लिया है।A group of things of the same kind that belong together and are so used.
A set of books.