അർത്ഥം : ହିନ୍ଦୁ ଧର୍ମଗ୍ରନ୍ଥରେ ବର୍ଣ୍ଣିତ ଜଣେ ଦେବତା
ഉദാഹരണം :
ବେଦରେ ମଧ୍ୟ ସୂର୍ଯ୍ୟଦେବଙ୍କର ପୂଜା ବିଧାନ ବର୍ଣ୍ଣିତ ଅଛି
പര്യായപദങ്ങൾ : ଅଂଶୁମାନ୍, ଅହସ୍ପତି, ଆଦିତ୍ୟ, ଆଦିଦେବ, ଗଭସ୍ତି, ଦିନମଣି, ଭାସ୍କର, ସୂର୍ଯ୍ୟଦେବ, ହେମମାଳି
മറ്റ് ഭാഷകളിലേക്കുള്ള വിവർത്തനം :
हिन्दू धर्मग्रंथों में वर्णित एक देवता।
वेदों में भी सूर्यदेव की पूजा का विधान है।An important god of later Hinduism. The sun god or the sun itself worshipped as the source of warmth and light.
suryaഅർത്ഥം : ଆମ ସୌରଜଗତର ସବୁଠାରୁ ବଡ଼ ଓ ଜ୍ୱଳନ୍ତ ପିଣ୍ଡ ଯାହାଠାରୁ ସବୁ ଗ୍ରହକୁ ଉତ୍ତାପ ଓ ଆଲୋକ ମିଳେ
ഉദാഹരണം :
ସୂର୍ଯ୍ୟ ସୌରଶକ୍ତିର ଏକ ବଡ଼ ଉତ୍ସ ପୂର୍ବଦିଗରେ ସୂର୍ଯ୍ୟକୁଦେଖି ଅନ୍ଧାର ଶୀଘ୍ରଶୀଘ୍ର ହଟିଗଲା
പര്യായപദങ്ങൾ : ଅରୁଣ, ଆଦିତ୍ୟ, ଦିନକର, ଦିନେଶ, ଦିବାକାର, ପ୍ରଭାକର, ଭାନୁ, ଭାସ୍କର, ରବି, ସବିତା
മറ്റ് ഭാഷകളിലേക്കുള്ള വിവർത്തനം :
हमारे सौर जगत का वह सबसे बड़ा और ज्वलंत तारा जिससे सब ग्रहों को गर्मी और प्रकाश मिलता है।
सूर्य सौर ऊर्जा का एक बहुत बड़ा स्रोत है।