അംഗമാകുക
പേജ് വിലാസം ക്ലിപ്ബോർഡിലേക്ക് പകർത്തുക.
അർത്ഥം : ଜଳରଖିବାପାଇଁ ମାଟି, ଧାତୁଆଦିର ଏକ ପାତ୍ର ଯାହାର ବେକ ଲମ୍ବା ଏବଂ ପତଳା
ഉദാഹരണം : ଗରମରେ ବି ସୁରେଇର ପାଣି ଥଣ୍ଡା ରହିଥାଏ
പര്യായപദങ്ങൾ : ସୁରାଇ
മറ്റ് ഭാഷകളിലേക്കുള്ള വിവർത്തനം :हिन्दी
जल रखने का मिट्टी, धातु आदि का एक पात्र जिसकी गर्दन बड़ी और पतली होती है।
അർത്ഥം : ମାଟିରେ ତିଆରି ଘଡ଼ି
ഉദാഹരണം : ଏହି ମାଠିଆରେ ପିଇବା ନିମନ୍ତେ ସ୍ୱଚ୍ଛ ଜଳ ରଖାଯାଇଛି
പര്യായപദങ്ങൾ : ମାଠିଆ
मिट्टी का घड़ा।
അർത്ഥം : ମାଟିରେ ତିଆରି ଏକ ପ୍ରକାର ମାଠିଆ
ഉദാഹരണം : କୁମ୍ଭାର ଚକ ଉପରେ ସୁରେଇ ତିଆରି କରୁଛି
मिट्टी का बना एक प्रकार का घड़ा।
അർത്ഥം : ପାଣି ରଖିବା ନିମନ୍ତେ ଏକ ପ୍ରକାର ମାଟି ପାତ୍ର
ഉദാഹരണം : ଗରମ ଦିନରେ ବି ସୁରେଇର ପାଣି ଥଣ୍ଡା ରହେ
पानी रखने का एक प्रकार का मिट्टी का बरतन।
അർത്ഥം : ପାଣି ରଖିବା ନିମନ୍ତେ ମାଟିରେ ପ୍ରସ୍ତୁତ ଏକ ଛୋଟ ପାତ୍ର
ഉദാഹരണം : ଯାତ୍ରୀ ଜଣକ ସୁରେଇରୁ ପାଣି ବାହାରକରି ସହଯାତ୍ରୀଙ୍କୁ ଦେଲେ
पानी रखने का मिट्टी का एक छोटा बरतन।
ഇൻസ്റ്റാൾ ചെയ്യുക