അർത്ഥം : ରାମାୟଣରେ ବର୍ଣ୍ଣିତ ଯେଉଁ ନାଗମାତା ହନୁମାନଙ୍କୁ ସମୁଦ୍ର ପାରି କରିବା ସମୟରେ ପରୀକ୍ଷା କରିଥିଲେ
ഉദാഹരണം :
ହନୁମାନଙ୍କୁ ପରୀକ୍ଷା କରିବାପାଇଁ ଦେବତାମାନେ ସୁରସାକୁ ପଠାଇଥିଲେ
പര്യായപദങ്ങൾ : ନାଗମାତା
മറ്റ് ഭാഷകളിലേക്കുള്ള വിവർത്തനം :
An imaginary being of myth or fable.
mythical being