അർത്ഥം : ଅନ୍ନପ୍ରାଚୁର୍ଯ୍ୟ
ഉദാഹരണം :
ସୁଭିକ୍ଷରେ ମଧ୍ୟ ଅନ୍ନ ନଷ୍ଟ କରିବା ଠିକ ନୁହେଁ
പര്യായപദങ്ങൾ : ଅନ୍ନପ୍ରାଚୁର୍ଯ୍ୟ
മറ്റ് ഭാഷകളിലേക്കുള്ള വിവർത്തനം :
അർത്ഥം : ଏପରି ଏକ ସମୟ ଯେତେବେଳେ ଦେଶରେ ଜନତାଙ୍କୁ ସହଜରେ ଯଥେଷ୍ଟ ପରିମାଣରେ ଅନ୍ନ ପର୍ଯ୍ୟାପ୍ତ ପରିମାଣରେ ମିଳିବ
ഉദാഹരണം :
ଏହି ବର୍ଷ ଭଲ ବର୍ଷା କାରଣରୁ ପ୍ରଚୁର ଖାଦ୍ୟଶସ୍ୟ ମିଳିବ
പര്യായപദങ്ങൾ : ପ୍ରଚୁର ଖାଦ୍ୟଶସ୍ୟ
മറ്റ് ഭാഷകളിലേക്കുള്ള വിവർത്തനം :
അർത്ഥം : ମୂଳତଃ ଏପରି ଏକ ସମୟ ଥିଲାଯେତେବେଳେ ଭିକ୍ଷୁକଙ୍କୁ ସହଜରେ ଭିକ୍ଷା ମିଳୁଥିଲା
ഉദാഹരണം :
ସୁଭିକ୍ଷ ଯୋଗୁଁ ଭିକ୍ଷୁକଙ୍କୁ ଭିକ୍ଷା ମାଗିବା ପାଇଁ ଅଧିକ ସମୟ ଦେବାକୁ ପଡେ ନାହିଁ
പര്യായപദങ്ങൾ : ଅନ୍ନପ୍ରାଚୁର୍ଯ୍ୟ, ଶସ୍ୟଶ୍ୟାମଳା
മറ്റ് ഭാഷകളിലേക്കുള്ള വിവർത്തനം :
मूलतः ऐसा समय जब भिक्षुकों को सहज में यथेष्ट भिक्षा मिलती हो।
सुभिक्ष के कारण भिक्षुओं को भिक्षा माँगने में अधिक समय नहीं गँवाना पड़ता है।