അർത്ഥം : କୌଣସି ପ୍ରଦେଶ ବା ସ୍ଥାନର ଚାରି ଦିଗରେ ବିଛାଇ ହୋଇଥିବା ଶେଷ ରେଖା ବା ସ୍ଥାନ
ഉദാഹരണം :
ସୈନ୍ୟମାନେ ଶତ୍ରୁସେନାକୁ ସୀମା ପାରିକୁ ତଡି ଦେଲେ
പര്യായപദങ്ങൾ : ବୋଡର୍, ବୋର୍ଡର, ସରହଦ, ସୀମାରେଖା
മറ്റ് ഭാഷകളിലേക്കുള്ള വിവർത്തനം :
किसी प्रदेश या वस्तु के विस्तार की अंतिम सीमा बताने वाली रेखा या घेरा।
भारत और नेपाल के बीच की सीमारेखा को पार करने के लिए भारतीयों तथा नेपालियों को वीसा नहीं लेना पड़ता है।അർത്ഥം : କୌଣସି ଏକ ନିର୍ଦ୍ଦିଷ୍ଟ ସମୟରୁ ଅନ୍ୟ ଏକ ନିର୍ଦ୍ଦିଷ୍ଟ ସମୟ ମଧ୍ୟରେଥିବା କାଳ ବା ସମୟ
ഉദാഹരണം :
ଆମକୁ ଚାରି ଘଣ୍ଟା ଭିତରେ ଏହି କାମ ପୂରା କରିବାକୁ ହେବ
പര്യായപദങ്ങൾ : ଅବଧି, ଭିତରେ, ମିଆଦ
മറ്റ് ഭാഷകളിലേക്കുള്ള വിവർത്തനം :
An amount of time.
A time period of 30 years.അർത്ഥം : କୌଣସି ପ୍ରଦେଶ ବା ବସ୍ତୁର ଚାରିଆଡ଼େ ବିସ୍ତାରରେ ଶେଷ ରେଖା ବା ସ୍ଥାନ
ഉദാഹരണം :
ଭାରତୀୟ ସୀମାରେ ଜବାନମାନେ ଠିଆ ହୋଇଛନ୍ତି
മറ്റ് ഭാഷകളിലേക്കുള്ള വിവർത്തനം :
അർത്ഥം : କୌଣସି କଥା ବା କାମ ଯେଉଁ ଶେଷ ସ୍ଥାନ ପର୍ଯ୍ୟନ୍ତ ହୋଇପାରେ ବା ହେବା ଉଚିତ୍
ഉദാഹരണം :
କୌଣସି କାମ ସୀମା ମଧ୍ୟରେ ରହି କରିବା ଅବଶ୍ୟକ
പര്യായപദങ്ങൾ : ଅବଧି, ଗଣ୍ଡି, ଚୌହଦି, ଧାର, ପରିସୀମା
മറ്റ് ഭാഷകളിലേക്കുള്ള വിവർത്തനം :
The point or degree to which something extends.
The extent of the damage.അർത്ഥം : ଯେଉଁ ସ୍ଥାନରେ ସୀମାର ଶେଷ କିମ୍ବା ଅନ୍ତ ହୋଇଥାଏ
ഉദാഹരണം :
ମୋ ଗାଁର ସୀମାନ୍ତ ହେଉଛି ଏହି ନାଳ
പര്യായപദങ്ങൾ : ଅନ୍ତିମସୀମା, ପରିସୀମା
മറ്റ് ഭാഷകളിലേക്കുള്ള വിവർത്തനം :