അംഗമാകുക
പേജ് വിലാസം ക്ലിപ്ബോർഡിലേക്ക് പകർത്തുക.
അർത്ഥം : ଚେସଖେଳ ସମ୍ପୃକ୍ତ କେତେକ ଗୋଟି ମଧ୍ୟରୁ ସେହି ଗୋଟି ଯାହାର ସଂଖ୍ୟା ଆଠ ଏବଂ ଯହାର ମୂଲ୍ୟ ସବୁଠାରୁ କମ୍ ହୋଇଥାଏ
ഉദാഹരണം : ଚେସ ଖେଳରେ ସିପାହୀ ସଦାବେଳେ ସିଧା ଚାଲେ ଏବଂ ତେରେଛା ମାରିଥାଏ
പര്യായപദങ്ങൾ : ପଦାତି, ପଦାତିକ
മറ്റ് ഭാഷകളിലേക്കുള്ള വിവർത്തനം :हिन्दी
शतरंज में प्रयुक्त कई गोटियों में से वह जिसकी संख्या आठ होती है और जिसका मान सबसे कम होता है।
അർത്ഥം : ପ୍ରଜାଙ୍କ ଧନ ଓ ଜୀବନ ରକ୍ଷା କରୁଥିବା ସିପାହୀ ବା ଅଫିସର
ഉദാഹരണം : ସିପାହୀ ଦୌଡ଼ିକରି ଜଣେ ଚୋରକୁ ଧରିପକେଇଲା
പര്യായപദങ്ങൾ : ଆରକ୍ଷକ, ଆରକ୍ଷୀ, ପୁଲିସ
മറ്റ് ഭാഷകളിലേക്കുള്ള വിവർത്തനം :हिन्दी English
प्रजा की जान और माल की रक्षा करने वाला सिपाही या अफसर।
A member of a police force.
അർത്ഥം : ସେନା ବାହିନୀ ବା ଫୌଜରେ ରହି ଲଢ଼େଇ କରୁଥିବା ବ୍ୟକ୍ତି
ഉദാഹരണം : ସେ ଜଣେ ସାହସୀ ସୈନିକ
പര്യായപദങ്ങൾ : ଯୋଦ୍ଧା, ସୈନିକ
सेना या फौज में रहकर लड़ने वाला।
ഇൻസ്റ്റാൾ ചെയ്യുക