അർത്ഥം : ଲୁଗାଆଦିର ଖଣ୍ଡକୁ ସୂତା ସାହାଯ୍ୟରେ ଯୋଡ଼ିବା
ഉദാഹരണം :
ଦର୍ଜି ସାର୍ଟକୁର୍ତ୍ତା ସିଲେଇ କରୁଛି
പര്യായപദങ്ങൾ : ଟାଙ୍କିବା, ସିଲେଇ
മറ്റ് ഭാഷകളിലേക്കുള്ള വിവർത്തനം :
कपड़े आदि के टुकड़ों को तागे आदि की सहायता से जोड़ना।
दर्ज़ी कुर्ता सी रहा है।Create (clothes) with cloth.
Can the seamstress sew me a suit by next week?.അർത്ഥം : କୌଣସି ବସ୍ତ୍ର ଆଦିର ବାହାର ଭାଗକୁ ହାତରେ ସିଇଁବା ବା ସିଲେଇ କରିବା
ഉദാഹരണം :
ନେହା ବ୍ଳାଉଜର ଗଳା ସିଲେଇ କରୁଛି
പര്യായപദങ്ങൾ : ସିଲେଇ କରିବା
മറ്റ് ഭാഷകളിലേക്കുള്ള വിവർത്തനം :