പേജിന്റെ വിലാസം പകർത്തുക ട്വിറ്ററിൽ പങ്കിടുക വാട്ട്സ്ആപ്പിൽ പങ്കിടുക ഫേസ്ബുക്കിൽ പങ്കിടുക
ഗൂഗിൾ പ്ലേയിൽ കയറുക
പര്യായപദങ്ങളും വിപരീതപദങ്ങളും ഉള്ള ଓଡ଼ିଆ എന്ന നിഘണ്ടുവിൽ നിന്നുള്ള ସାଧନା എന്ന വാക്കിന്റെ അർത്ഥവും ഉദാഹരണവും.

ସାଧନା   ବିଶେଷ୍ୟ

അർത്ഥം : କୌଣସି କାର୍ଯ୍ୟ ସିଦ୍ଧକରିବାପାଇଁ କରାଯାଉଥିବା କଠିନ ପରିଶ୍ରମ

ഉദാഹരണം : ଅର୍ଜୁନଙ୍କ ସାଧନା ତାଙ୍କୁ ଜଣେ ବଡ଼ ଧନୁର୍ଦ୍ଧର କରିଥିଲ

പര്യായപദങ്ങൾ : ଅଧ୍ୟବସାୟ, ଅଭ୍ୟାସ, ତପସ୍ୟା, ତାଲିମ୍‌, ପ୍ରଯତ୍ନ, ବିହିତ ପ୍ରକ୍ରିୟା, ବ୍ରତ


മറ്റ് ഭാഷകളിലേക്കുള്ള വിവർത്തനം :

कोई कार्य सिद्ध करने के लिए किया जाने वाला कठिन परिश्रम।

अर्जुन की साधना ने उसे एक बड़ा धनुर्धर बना दिया।
अध्यवसाय, आकूति, तकरीब, तक़रीब, तप, तपस्या, सतत प्रयत्न, साधना

Persevering determination to perform a task.

His diligence won him quick promotions.
Frugality and industry are still regarded as virtues.
diligence, industriousness, industry

അർത്ഥം : ଏପରି ଏକ ଆରାଧନା ତଥା ଉପାସନା ଯେଉଁଥିରେ ପରିଶ୍ରମ ତଥା ମନୋଯୋଗପୂର୍ବକ ବିଶେଷ କଷ୍ଟ ସହିକରି ବହୁତ ଦିନଧରି କରିବାକୁ ପଡିଥାଏ ଅଥବା ଯେଉଁଥିରେ କୌଣସି ବିଶିଷ୍ଟ ପ୍ରକାରର ସିଦ୍ଧି ପ୍ରାପ୍ତ ହୋଇଥାଏ

ഉദാഹരണം : ଦୁଇ ବର୍ଷ ଧରି ତାନ୍ତ୍ରିକ ତନ୍ତ୍ର ସାଧନାରେ ଲାଗିଛି

പര്യായപദങ്ങൾ : ଆରାଧନା


മറ്റ് ഭാഷകളിലേക്കുള്ള വിവർത്തനം :

ऐसी आराधना तथा उपासना जो विशेष कष्ट सहन करके परिश्रम तथा मनोयोगपूर्वक बहुत दिनों तक करनी पड़ती हो अथवा जिसमें किसी विशिष्ट प्रकार की सिद्धि प्राप्त होती हो।

तांत्रिक दो वर्ष से तंत्र की साधना में लगे हैं।
साधना

The activity of worshipping.

worship