അംഗമാകുക
പേജ് വിലാസം ക്ലിപ്ബോർഡിലേക്ക് പകർത്തുക.
അർത്ഥം : ଯିଏ ସାଥିରେ ରହେ
ഉദാഹരണം : ମୋର ସମସ୍ତ ସାଥୀ ଘରକୁ ଚାଲିଗଲେଣି
പര്യായപദങ്ങൾ : ସଖା, ସହଚର, ସାଥୀ
മറ്റ് ഭാഷകളിലേക്കുള്ള വിവർത്തനം :हिन्दी
वह जो साथ रहता या (किसी विशिष्ट योग्यता वाला) कार्य करता हो।
അർത്ഥം : ବାଜା ବଜାଇକରି ଗାଇବା କାମରେ ବାଜା ବଜାଇକରି ବା ଗାଇକରି ସହାୟତା ଦେବାର କ୍ରିୟା
ഉദാഹരണം : ବଇଁଶି ବାଦକ ପଣ୍ଡିତ ଚୌରାସିୟାଙ୍କ ସଙ୍ଗତ ପାଇଁ ତବଲାରେ ଉପସ୍ଥିତ ଉସ୍ତାଦ ଜାକିର ହୁସୈନ
പര്യായപദങ്ങൾ : ସଙ୍ଗତ, ସଙ୍ଗତି
बाजा बजाकर गाने वाले के काम में या गाकर सहायता देने की क्रिया।
അർത്ഥം : ଏକ ପ୍ରକାରର ଛୋଟ ବର୍ଚ୍ଛା
ഉദാഹരണം : ଶିକାରୀ ସାଙ୍ଗଦ୍ୱାରା ବାର୍ହା ଉପରେ ଆକ୍ରମଣ କଲା
പര്യായപദങ്ങൾ : ଶକ୍ତି
एक प्रकार की बरछी।
അർത്ഥം : ମହିଳା ମିତ୍ର
ഉദാഹരണം : ଗୀତା ଆଜି ତା ବାନ୍ଧବୀକୁ ଭେଟିବାପାଇଁ ଯାଉଛି
പര്യായപദങ്ങൾ : ବାନ୍ଧବୀ, ସଖୀ, ସହଚରୀ, ସାଥୀ
മറ്റ് ഭാഷകളിലേക്കുള്ള വിവർത്തനം :हिन्दी English
महिला मित्र।
Any female friend.
അർത്ഥം : ସମୂହ ରୂପରେ ବା ଜଣେ ଅନ୍ୟ ସହିତ
ഉദാഹരണം : ଏବେଠାରୁ ଆମେ ଯାହାବି କରିବା ଏକା ସାଙ୍ଗରେ କରିବା
പര്യായപദങ്ങൾ : ଏକତ୍ର, ଏକାସାଙ୍ଗ, ଏକାସାଥୀ, ମିଳିମିଶି, ସାଥୀ
समूह के रूप में या एक-दूसरे के संग।
In each other's company.
ഇൻസ്റ്റാൾ ചെയ്യുക