അംഗമാകുക
പേജ് വിലാസം ക്ലിപ്ബോർഡിലേക്ക് പകർത്തുക.
അർത്ഥം : ବିନା ମୋଡ଼ିବାରେ
ഉദാഹരണം : ଆପଣ ଏଠାରୁ ସିଧା ଯାଆନ୍ତୁ ଓ ଡାକଘରଠାରୁ ବାମକୁ ମୋଡ଼ି ଯାଆନ୍ତୁ
പര്യായപദങ്ങൾ : ସିଧା
മറ്റ് ഭാഷകളിലേക്കുള്ള വിവർത്തനം :हिन्दी English
बिना मुड़े, घूमे या झुके।
Without deviation.
അർത്ഥം : ଯାହା ବ୍ୟଙ୍ଗ ବା ତେଢା ନୁହେଁ
ഉദാഹരണം : ଦୟାକରି ଆପଣ ମୋର ସିଧା ପ୍ରଶ୍ନର ସିଧା ଉତ୍ତର ଦିଅନ୍ତୁ
പര്യായപദങ്ങൾ : ଠିକ, ସିଧା
മറ്റ് ഭാഷകളിലേക്കുള്ള വിവർത്തനം :हिन्दी
जो व्यंग या टेढ़ा न हो।
അർത്ഥം : ବଙ୍କା ହୋଇ ନ ଥିବା
ഉദാഹരണം : ଏହି ରାସ୍ତାଟି ସିଧା
പര്യായപദങ്ങൾ : ଅବକ୍ର, ବକ୍ରହୀନ, ମୋଡ଼ହୀନ, ସିଧା
जो बिना घूमे, झुके या मुड़े कुछ दूर तक किसी एक ही ओर चला गया हो या जिसमें फेर या घुमाव न हो या जो वक्र या टेढ़ा-मेढ़ा न हो।
Free from curves or angles.
ഇൻസ്റ്റാൾ ചെയ്യുക