അർത്ഥം : ଦଉଡ଼ି ବା ଡୋରର ଅନେକ ତାରମଧ୍ୟରୁ ଏକ
ഉദാഹരണം :
କୂଅରୁ ପାଣି କାଢ଼ିବା ସମୟରେ ଦଉଡ଼ିର ଏକ ଖିଅ ଛିଡ଼ିଗଲା
പര്യായപദങ്ങൾ : ଖିଅ
മറ്റ് ഭാഷകളിലേക്കുള്ള വിവർത്തനം :
അർത്ഥം : ଲୋକମାନଙ୍କ ଯାତାୟତରେ ଜଙ୍ଗଲ ବା ଖେତରେ ତିଆରି ହୋଇ ଯାଉଥିବା ପତଳା ରାସ୍ତା
ഉദാഹരണം :
ସେ ନିଜ ସ୍ୱାମୀଙ୍କ ନିମନ୍ତେ ଡଗରରେ ଖାଦ୍ୟ ନେଇ ଯାଉଥିଲା
പര്യായപദങ്ങൾ : ଡଗର, ପାଦଚଲା ରାସ୍ତା
മറ്റ് ഭാഷകളിലേക്കുള്ള വിവർത്തനം :