അർത്ഥം : ଯାହାଙ୍କର ସମ୍ମାନ କରାଯାଇଛି
ഉദാഹരണം :
ସଭାଧ୍ୟକ୍ଷ ସଭାରେ ଉପସ୍ଥିତ ସବୁ ବିଦ୍ୱାନଙ୍କୁ ଫୁଲତୋଡ଼ା ଦେଇ ସମ୍ମାନିତ କଲେ
മറ്റ് ഭാഷകളിലേക്കുള്ള വിവർത്തനം :
അർത്ഥം : ଯାହାଙ୍କୁ ପ୍ରତିଷ୍ଠା ମିଳିଛି ବା ଯାହାର ପ୍ରତିଷ୍ଠା ଅଛି
ഉദാഹരണം :
ପଣ୍ଡିତ ମହେଶ ନିଜ କ୍ଷେତ୍ରରେ ଜଣେ ପ୍ରତିଷ୍ଠିତ ବ୍ୟକ୍ତି
പര്യായപദങ്ങൾ : ଅଗ୍ରଗଣ୍ୟ, ଗଣମାନ୍ୟ, ଗୌରବାନ୍ୱିତ, ନାମୀ, ପ୍ରତିଷ୍ଠିତ, ମାନନୀୟ, ମାନ୍ୟ, ସମ୍ଭ୍ରାନ୍ତ
മറ്റ് ഭാഷകളിലേക്കുള്ള വിവർത്തനം :
जिसे प्रतिष्ठा मिली हो या जिसकी प्रतिष्ठा हो।
पंडित महेश अपने क्षेत्र के एक प्रतिष्ठित व्यक्ति हैं।