അർത്ഥം : ଯେଉଁ ବ୍ୟକ୍ତି କୌଣସି ସ୍ଥାନରୁ ଖବର ଲେଖି ଖବରକାଗଜ, ପତ୍ରିକାଆଦିରେ ଛାପିବାପାଇଁ ପଠାନ୍ତି ବା ଦୂରଦର୍ଶନକୁ ସିଧା ଖବର ପ୍ରେରଣ କରନ୍ତି
ഉദാഹരണം :
ଆମ ସମ୍ବାଦଦାତା ବର୍ତ୍ତମାନ କୁଖ୍ୟାତ ତସ୍କର ବିରାପ୍ପାନର ମୃତ୍ୟୁ ଖବର ପଠାଇଛନ୍ତି
പര്യായപദങ്ങൾ : ପତ୍ରକାର, ରିପୋର୍ଟର
മറ്റ് ഭാഷകളിലേക്കുള്ള വിവർത്തനം :
वह जो किसी विशेष स्थान का समाचार लिखकर समाचारपत्र, पत्रिका आदि में छपने के लिए भेजता हो या जो सीधे दूरदर्शन पर समाचार देता हो या भेजता हो।
हमारे संवाददाता ने अभी-अभी संदेश भेजा है कि कुख्यात तस्कर वीरप्पन मारा गया।അർത്ഥം : ଯେଉଁ ବ୍ୟକ୍ତି ସମ୍ବାଦ ଦିଅନ୍ତି
ഉദാഹരണം :
ସ୍ଥାନୀୟ ସମ୍ବାଦଦାତାଙ୍କ ଅନୁସାରେ ଏହି ଖବର ସତ୍ୟ
മറ്റ് ഭാഷകളിലേക്കുള്ള വിവർത്തനം :
അർത്ഥം : କୌଣସି ବିଶେଷ କାର୍ଯ୍ୟ କରିବାକୁ ବା ଖବର ପହଁଚାଇବାକୁ ଯାହାଙ୍କୁ ପଠାଯାଏ
ഉദാഹരണം :
ଭଗବାନ ରାମ ଅଙ୍ଗଦଙ୍କୁ ଦୂତ ଭାବେ ରାବଣ ନିକଟକୁ ପଠାଇଲେ
പര്യായപദങ്ങൾ : ଚର, ଦୂତ, ସନ୍ଦେଶ ବାହକ
മറ്റ് ഭാഷകളിലേക്കുള്ള വിവർത്തനം :