അംഗമാകുക
പേജ് വിലാസം ക്ലിപ്ബോർഡിലേക്ക് പകർത്തുക.
അർത്ഥം : କାମ ପୂରା କରିବା ପ୍ରକ୍ରିୟା
ഉദാഹരണം : ଏହି କାମର ସଂପାଦନ ଠିକ ଭାବରେ ହୋଇଛି
പര്യായപദങ്ങൾ : ନିର୍ବାହ, ନିଷ୍ପାଦନ, ସଂପାଦନ, ସଂପାଦନା, ସମାପନ, ସମ୍ପାଦନା
മറ്റ് ഭാഷകളിലേക്കുള്ള വിവർത്തനം :हिन्दी
काम पूरा करने की क्रिया।
അർത്ഥം : ନିଜର ମତକୁ ପୁଷ୍ଟ କରିବା ପାଇଁ ପ୍ରମାଣପୂର୍ବକ କିଛି କହିବା କ୍ରିୟା
ഉദാഹരണം : ବୈଜ୍ଞାନିକ ଜଣଙ୍କ ନିଜର ନୂଆ ମତ ପ୍ରତିପାଦନ କଲେ
പര്യായപദങ്ങൾ : ନିର୍ଣ୍ଣୟ, ନିର୍ବାହ, ପ୍ରତିପାଦନ, ମୀମାଂସନ
अपना मत पुष्ट करने के लिए प्रमाणपूर्वक कुछ कहने की क्रिया।
അർത്ഥം : କୌଣସି ପୁସ୍ତକ ବା ସମ୍ବାଦପତ୍ର ଆଦିକୁ କ୍ରମ, ବିଷୟ ଆଦି ଅନୁସାରେ ପ୍ରକାଶିତ କରିବା ପ୍ରକ୍ରିୟା
ഉദാഹരണം : ପ୍ରଣବ ପଣ୍ଡା ଅଖଣ୍ଡ ଜ୍ୟୋତିର ସମ୍ପାଦନା କରୁଛନ୍ତି
പര്യായപദങ്ങൾ : ସଂପାଦନ, ସଂପାଦନା, ସମ୍ପାଦନା
മറ്റ് ഭാഷകളിലേക്കുള്ള വിവർത്തനം :हिन्दी English
किसी पुस्तक या संवाद पत्र आदि को क्रम, पाठ आदि के रूप में लगाकर प्रकाशित करने की क्रिया।
Putting something (as a literary work or a legislative bill) into acceptable form.
ഇൻസ്റ്റാൾ ചെയ്യുക