അർത്ഥം : ନିଜକୁ ବିଶିଷ୍ଟ ସହାୟତା ପ୍ରଦାନ କରିବାର ସ୍ଥିତିରେ ଥିବା ବ୍ୟକ୍ତି
ഉദാഹരണം :
ସେ ରାଜ୍ୟପାଳଙ୍କ ସହିତ ମିଶିବା ଲାଗି ନିଜର ବ୍ୟବସାୟିକ ସମ୍ପର୍କକୁ ଉପଯୋଗ କଲେ
പര്യായപദങ്ങൾ : ସଂପର୍କ
മറ്റ് ഭാഷകളിലേക്കുള്ള വിവർത്തനം :
(usually plural) a person who is influential and to whom you are connected in some way (as by family or friendship).
He has powerful connections.അർത്ഥം : ମନୁଷ୍ୟର ସେହି ପାରସ୍ପରିକ ସମ୍ପର୍କ ଯାହା ସମାନ କୂଳରେ ଜନ୍ମନେବାଦ୍ୱାରା ବା ବିବାହଆଦି କରିବାଦ୍ୱାରା ହୋଇଥାଏ
ഉദാഹരണം :
ମଧୁରିମା ସହିତ ଆପଣଙ୍କର କି ସମ୍ପର୍କ ?
പര്യായപദങ്ങൾ : ସମ୍ବନ୍ଧ
മറ്റ് ഭാഷകളിലേക്കുള്ള വിവർത്തനം :
അർത്ഥം : ସମୂହଙ୍କ ମଧ୍ୟରେ ସଂପ୍ରେଷଣର ମାଧ୍ୟମ
ഉദാഹരണം :
ପୁଲିସ୍ ଅପରାଧୀର ସମ୍ପର୍କୀୟଙ୍କ ଠିକଣା ଖୋଜୁଛି
പര്യായപദങ്ങൾ : ସଂପର୍କ
മറ്റ് ഭാഷകളിലേക്കുള്ള വിവർത്തനം :
A channel for communication between groups.
He provided a liaison with the guerrillas.അർത്ഥം : ବନ୍ଧୁ ହେବା ଅବସ୍ଥା
ഉദാഹരണം :
ବନ୍ଧୁତା ଉଭୟ ପକ୍ଷଦ୍ୱାରା ହିଁ ନିର୍ବାହିତ ହୁଏ
പര്യായപദങ്ങൾ : ଆତ୍ମୀୟତା, ବନ୍ଧୁତା, ମିତ୍ରତା
മറ്റ് ഭാഷകളിലേക്കുള്ള വിവർത്തനം :
(anthropology) relatedness or connection by blood or marriage or adoption.
family relationship, kinship, relationshipഅർത്ഥം : ଏକା ସହିତ ବାନ୍ଧିବା,ଯୋଡ଼ିବା ବା ମିଶାଇବାର ପ୍ରକ୍ରିୟା, ଅବସ୍ଥା ବା ଭାବ
ഉദാഹരണം :
ବନ୍ୟା କାରଣରୁ ଗାଁର ଅନ୍ୟ ସ୍ଥାନସହିତ ସମ୍ପର୍କ ବିଚ୍ଛିନ୍ନ ହୋଇଯାଇଛି ପ୍ରେମଭାବ ହେତୁ ପାରସ୍ପରିକ ସମ୍ବନ୍ଧରେ ପ୍ରଗାଢ଼ତା ଆସେ
പര്യായപദങ്ങൾ : ସମ୍ବନ୍ଧ
മറ്റ് ഭാഷകളിലേക്കുള്ള വിവർത്തനം :
The state of being connected.
The connection between church and state is inescapable.അർത്ഥം : କଥାବାର୍ତ୍ତାଦ୍ୱାରା ଆଦାନ ପ୍ରଦାନର ପ୍ରକ୍ରିୟା
ഉദാഹരണം :
ମୁଁ କେବେଠାରୁ ଆପଣଙ୍କ ସହ ସମ୍ପର୍କ ଯୋଡ଼ିବାକୁ ଚାହୁଁଥିଲି
പര്യായപദങ്ങൾ : ଯୋଗାଯୋଗ
മറ്റ് ഭാഷകളിലേക്കുള്ള വിവർത്തനം :