അർത്ഥം : ଯୋଗ ସାଧନର ଚରମାବସ୍ଥା
ഉദാഹരണം :
ସନ୍ଥ ସମାଧିରେ ଲୀନ ହୋଇଛନ୍ତି
പര്യായപദങ്ങൾ : ଧ୍ୟାନାବସ୍ଥା
മറ്റ് ഭാഷകളിലേക്കുള്ള വിവർത്തനം :
അർത്ഥം : ଯେଉଁ ସ୍ଥାନରେ କୌଣସି ପ୍ରସିଦ୍ଧ ବ୍ୟକ୍ତିଙ୍କ ମୃତ ଶରୀର ବା ଅସ୍ଥିଆଦି ପୋତା ହୋଇଥାଏ
ഉദാഹരണം :
ରାଜଘାଟରେ ଗାନ୍ଧୀଜୀଙ୍କ ସମାଧି ଅଛି
മറ്റ് ഭാഷകളിലേക്കുള്ള വിവർത്തനം :
वह स्थान जहाँ किसी (विशेषकर प्रसिद्ध व्यक्ति) का मृत शरीर या अस्थियाँ आदि गाड़ी गई हों।
राजघाट में गाँधीजी की समाधि है।അർത്ഥം : ଶବ ଆଦିକୁ ମାଟିତଳେ ପୋତିବାର ପ୍ରକ୍ରିୟା
ഉദാഹരണം :
ଅପରାଧୀ ଶବକୁ ଘର ଭିତରେ ହିଁ ସମାଧି ଦେଇଥିଲା
പര്യായപദങ്ങൾ : କବର
മറ്റ് ഭാഷകളിലേക്കുള്ള വിവർത്തനം :
അർത്ഥം : ଋଷି, ସନ୍ଥମାନଙ୍କର ସେହି ଅବସ୍ଥା ଯେଉଁଥିରେ ସେମାନଙ୍କ ସଜ୍ଞା ବା ଚେତନା ନଷ୍ଟ ହୋଇଯାଏ ଏବଂ ସେମାନେ ପ୍ରାଣ ତ୍ୟାଗ କରନ୍ତି
ഉദാഹരണം :
ମହର୍ଷି ଦଧିଚି ଦେବତାଙ୍କ କଲ୍ୟାଣପାଇଁ ସମାଧି ନେଇଥିଲେ
മറ്റ് ഭാഷകളിലേക്കുള്ള വിവർത്തനം :
ऋषियों, संतों आदि की वह अवस्था जिसमें उनकी संज्ञा या चेतना नष्ट हो जाती है और वे अपने प्राण का त्याग कर देते हैं।
महर्षि दधिचि ने देव कल्याण हेतु समाधि ले ली थी।