അർത്ഥം : ସଫା କରିବା କାମ
ഉദാഹരണം :
ମନୋହର ଲୁଗା ସଫା କରିବାକୁ ଗଲା
മറ്റ് ഭാഷകളിലേക്കുള്ള വിവർത്തനം :
അർത്ഥം : ବସ୍ତୁସମୂହର କରାଯାଉଥିବା ଏପରି ଉପଯୋଗ ବା ଭୋଗ ଯାହା ସମୂଳେ ଶେଷ ହୋଇଯାଏ
ഉദാഹരണം :
ଦୁଇବର୍ଷରେ ସେ ବାପା-ଦାଦାଙ୍କ ରୋଜଗାରକୁ ସଫା କରିଦେଲା
പര്യായപദങ്ങൾ : ଶେଷ
മറ്റ് ഭാഷകളിലേക്കുള്ള വിവർത്തനം :
वस्तुओं का किया जाने वाला ऐसा उपयोग या भोग कि वे समाप्त हो जाएँ।
दो ही वर्षों में उसने बाप-दादा की कमाई का सफाया कर दिया।അർത്ഥം : କିଛି ନ ଲୁଚାଇ ବା ସ୍ପଷ୍ଟ ଭାବେ
ഉദാഹരണം :
ମୁଁ ଯାହା କିଛି ବି କହିବି ସ୍ପଷ୍ଟ କରି କହିବି
പര്യായപദങ്ങൾ : ଖୋଲା, ଖୋଲାଭାବେ, ନଲୁଚାଇ, ସଫା-ସଫା, ସ୍ପଷ୍ଟ, ସ୍ପଷ୍ଟକରି, ସ୍ପଷ୍ଟତଃ
മറ്റ് ഭാഷകളിലേക്കുള്ള വിവർത്തനം :
बिना कुछ छिपाए या स्पष्ट रूप से।
मैं जो कुछ भी कहूँगा, स्पष्ट कहूँगा।അർത്ഥം : ଯେଉଁଥିରେ କୌଣସି ପ୍ରକାରର ମଳି ବା ଦୋଷ ନାହିଁ
ഉദാഹരണം :
ନିର୍ମଳ ମନରେ ପ୍ରଭୁଙ୍କୁ ମନେପକାଅ
പര്യായപദങ്ങൾ : ଅନାବିଳ, ଅମ୍ଳାନ, ନିର୍ମଳ, ପବିତ୍ର, ବିମଳ, ବିଶୁଦ୍ଧ, ଶୁଦ୍ଧ, ସଫାସୁତରା, ସୁତରା, ସ୍ୱଚ୍ଛ
മറ്റ് ഭാഷകളിലേക്കുള്ള വിവർത്തനം :
जिसमें किसी प्रकार का मल या दोष न हो।
वातावरण शुद्ध होना चाहिए।അർത്ഥം : ଗୌର ବର୍ଣ୍ଣର ବା ଯାହାଙ୍କ ରଙ୍ଗ ସଫା
ഉദാഹരണം :
ବେଶି ଲୋକ ଗୋରୀ ବୋହୂ ପସନ୍ଦ କରନ୍ତି
മറ്റ് ഭാഷകളിലേക്കുള്ള വിവർത്തനം :
गौर वर्ण का या जिसका रंग साफ़ हो।
ज्यादातर लोग गोरी बहू पसंद करते हैं।