അർത്ഥം : ଏକ ବିଶିଷ୍ଟ ତତ୍ତ୍ୱ ରୂପରେ ବିକଶିତ ହେବା
ഉദാഹരണം :
ଏବେ ଆମ ଯୋଜନା ସାକାର ହେଉଛି
പര്യായപദങ്ങൾ : ଫଳପ୍ରଦ ହେବା, ଫଳପ୍ରସୂ ହେବା, ସାକାର ହେବା
മറ്റ് ഭാഷകളിലേക്കുള്ള വിവർത്തനം :
അർത്ഥം : କୌଣସି ପରୀକ୍ଷାଆଦିରେ ସଫଳତା ଅର୍ଜନ କରିବା
ഉദാഹരണം :
ଆପଣ ଏହି ପରୀକ୍ଷାରେ ଉତ୍ତୀର୍ଣ୍ଣ ହୋଇଛନ୍ତି
പര്യായപദങ്ങൾ : ଉତ୍ତୀର୍ଣ୍ଣ ହେବା, ପାସ୍ ହେବା
മറ്റ് ഭാഷകളിലേക്കുള്ള വിവർത്തനം :
किसी परीक्षा आदि में सफलता हासिल करना।
आप इस परीक्षा में उत्तीर्ण हुए।