അർത്ഥം : ଯାହା ଲାଭ, ଯଶ ଆଦି ଦୃଷ୍ଟିରୁ ଠିକ ବା ଠିକଭାବେ ବ୍ୟବହାର ହୋଇଥାଏ
ഉദാഹരണം :
ଆପଣଙ୍କ ଦର୍ଶନ ହେବାରୁ ମୋ ଜୀବନ ସାର୍ଥକ ହୋଇଗଲା
മറ്റ് ഭാഷകളിലേക്കുള്ള വിവർത്തനം :
അർത്ഥം : ଯାହାର ଫଳ ବା ପରିଣାମ ଅଛି
ഉദാഹരണം :
ଶେଷରେ କୁସୁମର କଠିନ ପରିଶ୍ରମ ଫଳପ୍ରଦ ହେଲା
പര്യായപദങ്ങൾ : ଫଳପ୍ରଦ
മറ്റ് ഭാഷകളിലേക്കുള്ള വിവർത്തനം :
Having succeeded or being marked by a favorable outcome.
A successful architect.അർത്ഥം : ଯେ ପ୍ରଯତ୍ନ କରି କାର୍ଯ୍ୟ ବା ଉଦ୍ଦେଶ୍ୟ ସିଦ୍ଧ କରିନେଇଛି
ഉദാഹരണം :
ମୋହନ ଏହି କାମରେ ସଫଳ ହୋଇଗଲା
പര്യായപദങ്ങൾ : ସିଦ୍ଧ
മറ്റ് ഭാഷകളിലേക്കുള്ള വിവർത്തനം :
Having succeeded or being marked by a favorable outcome.
A successful architect.