അർത്ഥം : ଉତ୍ତମତା ଭାବ ଥିବା ବ୍ୟବହାର
ഉദാഹരണം :
ଆମେ ସମସ୍ତଙ୍କ ସହିତ ସଦବ୍ୟବହାର କରିବା ଉଚିତ୍ ସଦବ୍ୟବହାର ଲୋକମାନଙ୍କ ମଧ୍ୟରେ ଭଲପାଇବା ବଢ଼ାଏ
പര്യായപദങ്ങൾ : ଉତ୍ତମ ଆଚରଣ, ଉତ୍ତମ ବ୍ୟବହାର, ଭଲ ଆଚରଣ, ଭଲ ବ୍ୟବହାର, ସତ୍ ଆଚରଣ, ସଦାଚାରଣ, ସାଧୁ ଆଚରଣ, ସୁ ଆଚରଣ, ସୁ ବ୍ୟବହାର
മറ്റ് ഭാഷകളിലേക്കുള്ള വിവർത്തനം :
वह व्यवहार जिसमें उत्तमता का भाव हो।
हमें सबके साथ सद्व्यवहार करना चाहिए।Concern with the distinction between good and evil or right and wrong. Right or good conduct.
morality