അംഗമാകുക
പേജ് വിലാസം ക്ലിപ്ബോർഡിലേക്ക് പകർത്തുക.
അർത്ഥം : ଯାହା ନ୍ୟାୟ ସଙ୍ଗତ, ଉଚିତ ଓ ଧର୍ମ ସହିତ ସମ୍ବନ୍ଧିତ
ഉദാഹരണം : ସତ୍ୟ ରକ୍ଷାନିମନ୍ତେ ସେ ନିଜର ଜୀବନକୁ ବଳି ଦେଲେ
പര്യായപദങ്ങൾ : ଠିକ୍, ଯଥାର୍ଥ, ସତ
മറ്റ് ഭാഷകളിലേക്കുള്ള വിവർത്തനം :हिन्दी English
वह जो न्यायसंगत, उचित और धर्म से संबंधित हो।
A fact that has been verified.
അർത്ഥം : କୌଣସି ପଦାର୍ଥଆଦିର ବାସ୍ତବିକ ବା ମୁଖ୍ୟ ଭାଗ ବା ଗୁଣ
ഉദാഹരണം : ଏହି ଅଧ୍ୟାୟର ସାର ହେଉଛି ଆମେ ସବୁବେଳେ ସତ୍ୟ କହିବା ଆବଶ୍ୟକ
പര്യായപദങ്ങൾ : ନିଶ୍ଚିତ, ମୂଳତତ୍ତ୍ୱ, ସାର, ସାରତତ୍ତ୍ୱ, ସାରବସ୍ତୁ
किसी पदार्थ आदि का वास्तविक या मुख्य भाग या गुण।
A sketchy summary of the main points of an argument or theory.
അർത്ഥം : ଧୃତରାଷ୍ଟ୍ରଙ୍କ ଜଣେ ପୁତ୍ର
ഉദാഹരണം : ସତ୍ୟଙ୍କ ବର୍ଣ୍ଣନା ପୁରାଣରେ ମିଳିଥାଏ
धृतराष्ट्र के एक पुत्र।
An imaginary being of myth or fable.
അർത്ഥം : ଯେ ବାସ୍ତବରେ ଅଛି ବା ଥାଏ ବା ଏକଦମ ଠିକ୍
ഉദാഹരണം : ମୁଁ ଏବେ ଏବେ ଏକ ଅବିଶ୍ୱସନୀୟ ମାତ୍ର ବାସ୍ତବିକ ଘଟଣା ଶୁଣିଲି
പര്യായപദങ്ങൾ : ଅସଲି, ଠିକ୍, ପ୍ରକୃତ, ବାସ୍ତବିକ, ଯଥାର୍ଥ
മറ്റ് ഭാഷകളിലേക്കുള്ള വിവർത്തനം :हिन्दी
जो वास्तव में हो या हुआ हो या बिल्कुल ठीक।
അർത്ഥം : ଯେମିତି ହେବାକଥା ସେମିତି ବା ଯେଉଁଥିରେ କୌଣସି ପ୍ରକାରର କୃତ୍ରିମତା ନାହିଁ
ഉദാഹരണം : ସାକ୍ଷୀମାନେ ଡରିମରି ସତ୍ୟ ବୟାନ ଦେଲେନାହିଁ
പര്യായപദങ്ങൾ : ଠିକ, ଯଥାର୍ଥ, ସତ
जैसा हो वैसा या जिसमें किसी प्रकार का बनावटीपन या छुपाव न हो।
ഇൻസ്റ്റാൾ ചെയ്യുക