അർത്ഥം : ଅଧିକାର, ବଳ ବା ସାମର୍ଥ୍ୟର ଉପଭୋଗ କରି ଯେଉଁ ଶକ୍ତି ନିଜ କାମ କରେ
ഉദാഹരണം :
ଇନ୍ଦିରାଗାନ୍ଧୀ ୧୯୭୫ ରେ ନିଜ କ୍ଷମତାବଳରେ ଜରୁରୀକାଳୀନ ଅବସ୍ଥା ଘୋଷଣା କରିଥିଲେ
പര്യായപദങ്ങൾ : ଆଧିପତ୍ୟ, କ୍ଷମତା, ପ୍ରଭୁତ୍ୱ, ଶାସନ
മറ്റ് ഭാഷകളിലേക്കുള്ള വിവർത്തനം :
The power or right to give orders or make decisions.
He has the authority to issue warrants.അർത്ഥം : ଅସ୍ତିତ୍ୱ ଭାବ
ഉദാഹരണം :
ବେଳେବେଳେ ଆମ ମନରେ ଏଭଳି ପ୍ରଶ୍ନ ଆସେ ଯେ ଈଶ୍ୱରଙ୍କର କ’ଣ ଅସ୍ତିତ୍ୱ ଅଛି ?
പര്യായപദങ്ങൾ : ଅସ୍ତିତ୍ୱ, ବିଦ୍ୟମାନତା
മറ്റ് ഭാഷകളിലേക്കുള്ള വിവർത്തനം :
The state or fact of existing.
A point of view gradually coming into being.