അർത്ഥം : ଗୋଟିଏ ବର୍ଣ୍ଣବୃତ୍ତ
ഉദാഹരണം :
ସଂଯୁକ୍ତର ପ୍ରତ୍ୟେକ ପାଦରେ ଗୋଟିଏ ସଗଣ, ଦୁଇଟି ଜଗଣ ଏବଂ ଗୋଟିଏ ଗୁରୁ ହୁଏ
മറ്റ് ഭാഷകളിലേക്കുള്ള വിവർത്തനം :
അർത്ഥം : ଯୋଡ଼ି ହୋଇ ବା ଲାଗିକରି
ഉദാഹരണം :
ସମାସରେ ସଂଯୁକ୍ତ ଶବ୍ଦ ଥାଏ
പര്യായപദങ്ങൾ : ଅବିଭକ୍ତ, ମିଶ୍ରିତ, ଯୋଗ, ସଂଶ୍ଳିଷ୍ଟ, ସମ୍ମିଶ୍ରିତ
മറ്റ് ഭാഷകളിലേക്കുള്ള വിവർത്തനം :
Being joined in close association.
Affiliated clubs.അർത്ഥം : କାହାରିସାଥିରେ ବା କାହାଦ୍ୱାରା ମିଶି ବା ସଂଯୁକ୍ତ ହୋଇ
ഉദാഹരണം :
ଭାତ,ଡାଲି,ତରକାରୀର ସମ୍ମିଳିତ ଭୋଜନ ସ୍ୱାସ୍ଥ୍ୟକାରକ ଈଶ୍ୱର ଦୃଶ୍ୟ ଅଦୃଶ୍ୟ ସମସ୍ତ ଜିନିଷରେ ସମ୍ମିଳିତ ଅଛନ୍ତି
പര്യായപദങ്ങൾ : ଏକତ୍ରିତ, ମିଶ୍ରିତ, ଯୁକ୍ତ, ସଂଶ୍ଳିଷ୍ଟ, ସମିଶ୍ରିତ, ସମ୍ମିଳିତ
മറ്റ് ഭാഷകളിലേക്കുള്ള വിവർത്തനം :
Made or joined or united into one.
combined