അർത്ഥം : ଯାନ ବାହରିବା ଓ ଅଟକିବା ସ୍ଥାନ
ഉദാഹരണം :
ବସଷ୍ଟାଣ୍ଡରେ ଯାତ୍ରୀମାନଙ୍କ ଭିଡ଼ ଲାଗିରହିଛି
പര്യായപദങ്ങൾ : ପରିବହନ ସ୍ଥଳ, ଷ୍ଟାଣ୍ଡ
മറ്റ് ഭാഷകളിലേക്കുള്ള വിവർത്തനം :
वाहनों के प्रारंभ होने व रुकने का स्थान।
बस अड्डे पर यात्रियों की भीड़ लगी है।അർത്ഥം : କୌଣସି ବିଶେଷ ଉପକରଣରେ ସଜ୍ଜିତ ଓ ମୁଖ୍ୟ ଉଦ୍ଦେଶ୍ୟ ନିମନ୍ତେ ପ୍ରସ୍ତୁତ ସ୍ଥାନ
ഉദാഹരണം :
ଏହା ନିକଟରେ କୌଣସି ଗ୍ୟାସ ଷ୍ଟେସନ ନାହିଁ ଷ୍ଟେସନର ବାହାରେ ରମେଶ ତୁମକୁ ଅପେକ୍ଷା କରିଛି
മറ്റ് ഭാഷകളിലേക്കുള്ള വിവർത്തനം :
किसी विशेष उद्देश्य के लिए बना वह स्थान जो विशेष साधनों से सज्जित हो।
यहाँ पास में एक भी गैस स्टेशन नहीं है।A facility equipped with special equipment and personnel for a particular purpose.
He started looking for a gas station.അർത്ഥം : ଯାତ୍ରୀଙ୍କୁ ନେବା ଓ ଛାଡ଼ିବା ପାଇଁ ରେଳଗାଡ଼ି ଆସି ରହୁଥିବା ସ୍ଥାନ
ഉദാഹരണം :
ସେ ସାରନାଥ ଯିବା ପାଇଁ ବାରାଣସୀ ରେଳ ଷ୍ଟେସନରେ ହିଁ ଓହ୍ଲାଇଗଲେ
പര്യായപദങ്ങൾ : ରେଳଷ୍ଟେସନ
മറ്റ് ഭാഷകളിലേക്കുള്ള വിവർത്തനം :
वह स्थान जहाँ यात्रियों को छोड़ने या ले जाने के लिए रेलगाड़ी आकर रुकती है।
वह सारनाथ जाने के लिए वाराणसी रेलवे स्टेशन पर ही उतर गया।Terminal where trains load or unload passengers or goods.
railroad station, railroad terminal, railway station, train depot, train station