അർത്ഥം : ଭବ୍ୟ ହେବାର ଅବସ୍ଥା, ଗୁଣ, ବା ଭାବ
ഉദാഹരണം :
ଏହି ରାଜମହଲର ଭବ୍ୟତା ସମସ୍ତଙ୍କୁ ଆକର୍ଷିତ କରେ
പര്യായപദങ്ങൾ : ବିଶାଳତା, ଭବ୍ୟତା
മറ്റ് ഭാഷകളിലേക്കുള്ള വിവർത്തനം :
The quality of being magnificent or splendid or grand.
For magnificence and personal service there is the Queen's hotel.അർത്ഥം : ଉତ୍ତମ ହେବାର ଅବସ୍ଥା ବା ଭାବ
ഉദാഹരണം :
ଚରିତ୍ରର ଉତ୍ତମତା ସବୁଠାରୁ ଉଚ୍ଚରେ
പര്യായപദങ്ങൾ : ଉତ୍ତମତା, ଉତ୍କୃଷ୍ଟତା, ଗୁଣଯୁକ୍ତତା, ଭଲପଣିଆ
മറ്റ് ഭാഷകളിലേക്കുള്ള വിവർത്തനം :
उत्तम होने की अवस्था या भाव।
चरित्र की उत्तमता ही सर्वोपरि है।The quality of excelling. Possessing good qualities in high degree.
excellenceഅർത്ഥം : ଶ୍ରେଷ୍ଠ ବା ମୁଖ୍ୟହେବାର ଅବସ୍ଥା ବା ଭାବ
ഉദാഹരണം :
ସଚିନ ତେନ୍ଦୁଲକର ଏକ ଦିବସୀୟ କ୍ରିକେଟ ଖେଳରେ ସର୍ବାଧିକ ଶତକ କରି, କ୍ରିକେଟ ଜଗତରେ ନିଜ ପ୍ରାଧାନ୍ୟକୁ ସିଦ୍ଧ କରିଦେଲେ ଆଧୁନିକ ଯୁଗରେ ବୈଜ୍ଞାନିକମାନଙ୍କ ପ୍ରାଧାନ୍ୟକୁ ଅସ୍ୱୀକାର କରିହେବ ନାହିଁ
പര്യായപദങ്ങൾ : ପ୍ରଧାନତା, ପ୍ରମୁଖତା, ପ୍ରାଧାନ୍ୟ
മറ്റ് ഭാഷകളിലേക്കുള്ള വിവർത്തനം :
श्रेष्ठ या मुख्य होने की अवस्था या भाव।
सचिन तेंदुलकर ने एकदिवसी क्रिकेट में सर्वाधिक शतक बनाकर, क्रिकेट जगत में अपनी प्रधानता सिद्ध कर दी।