അർത്ഥം : ଆବଶ୍ୟକତାରୁ ଅଧିକ କାମ ଆଦାୟ କରିବା
ഉദാഹരണം :
ବ୍ୟକ୍ତିଗତ କମ୍ପାନୀଗୁଡ଼ିକ ଭଲ ଦରମା ତ ଦିଅନ୍ତି କିନ୍ତୁ କର୍ମଚାରୀମାନଙ୍କୁ ପୂରା ଭାବରେ ଶୋଷଣ କରନ୍ତି
പര്യായപദങ്ങൾ : ଘଣାନ୍ତି
മറ്റ് ഭാഷകളിലേക്കുള്ള വിവർത്തനം :
അർത്ഥം : ଜଳ ବା ଆଦ୍ରତାଆଦିକୁ ଶୋଷଣ କରିବା
ഉദാഹരണം :
ବୃକ୍ଷ ପୃଥିବୀରୁ ଜଳଆଦି ଶୋଷଣ କରେ
പര്യായപദങ്ങൾ : ଅବଶୋଷିତ କରିବା, ଟାଣିବା, ପିଇବା
മറ്റ് ഭാഷകളിലേക്കുള്ള വിവർത്തനം :