അർത്ഥം : ଶୁଣିବା କ୍ରିୟା ବା କାମ
ഉദാഹരണം :
କାନ ରହିଛି ଭଲ କଥା ଶ୍ରବଣ ପାଇଁ
മറ്റ് ഭാഷകളിലേക്കുള്ള വിവർത്തനം :
അർത്ഥം : କୌଣସି ପ୍ରକାରର ଅଭିଯୋଗ ବା ନିବେଦନ ଆଦିର ଶୁଣାଣି ହେବାର କ୍ରିୟା
ഉദാഹരണം :
ସେ ଚିତ୍କାରକରି ପୁଲିସକୁ ଫଇସଲା ଶୁଣାଇବା ପାଇଁ ବ୍ୟସ୍ତ କରିଦେଲା କେଉଁଠି ହେଉ ବା ନହେଉ ଭଗବାନଙ୍କ ଦରବାରରେ ନିଶ୍ଚୟ ଫଇସଲା ଶୁଣାଣି ହେବ
പര്യായപദങ്ങൾ : ଫଇସଲା ଶୁଣାଇବା, ଫଇସଲା ଶୁଣାଣି, ଶ୍ରବଣ
മറ്റ് ഭാഷകളിലേക്കുള്ള വിവർത്തനം :
किसी तरह की शिकायत या फरियाद आदि के सुने जाने की क्रिया।
उसने चिल्ला-चिल्लाकर पुलिस को सुनवाई के लिए मज़बूर कर दिया।അർത്ഥം : କଥା ମାନିବା
ഉദാഹരണം :
ଆଜିକାଲି ପିଲାମାନେ କାହା କଥା ଶୁଣୁନାହାନ୍ତି
പര്യായപദങ്ങൾ : ମାନିବା
മറ്റ് ഭാഷകളിലേക്കുള്ള വിവർത്തനം :
അർത്ഥം : କାହାର କଥା ବା ପ୍ରାର୍ଥନା ଉପରେ ଧ୍ୟାନ ଦେବା
ഉദാഹരണം :
ରାଜା ଫେରାଦି ଲୋକଙ୍କର ଗୋଟିଏବି କଥା ଶୁଣିଲେ ନାହିଁ
മറ്റ് ഭാഷകളിലേക്കുള്ള വിവർത്തനം :
അർത്ഥം : ବିଚାର ପାଇଁ ଦୁଇ ପକ୍ଷର କଥାକୁ ନିଜ ସମ୍ମୁଖରେ ରଖିବା
ഉദാഹരണം :
ନ୍ୟାୟଧୀଶ ଅଭିଯୋଗକାରୀ ଓ ଅଭିଯୁକ୍ତ ଦୁହିଁଙ୍କ କଥା ଶୁଣିଲେ
മറ്റ് ഭാഷകളിലേക്കുള്ള വിവർത്തനം :
विचार के लिए दोनों पक्षों की बातें अपने सामने आने देना।
न्यायाधीश ने अभियोगी और अभियुक्त दोनों की बातें सुनी।അർത്ഥം : ନିଜର ନିନ୍ଦାକଥା ବା ଗାଳି ଶ୍ରବଣ କରିବା
ഉദാഹരണം :
ଆଜି ସକାଳୁ ସକାଳୁ ମୁଁ ମୋ ଶାଶୁଙ୍କଠାରୁ ବହୁତ ଶୁଣିଲି
മറ്റ് ഭാഷകളിലേക്കുള്ള വിവർത്തനം :
അർത്ഥം : କୁହାଯାଉଥିବା କଥା ବା ଶବ୍ଦ କାନରେ ଶୁଣି ଜ୍ଞାନ ପ୍ରାପ୍ତକରିବା
ഉദാഹരണം :
ସେ ସତ୍ୟନାରାୟଣ ଭଗବାନଙ୍କ କଥା ଶୁଣୁଛି
പര്യായപദങ്ങൾ : ଶ୍ରବଣ କରିବା
മറ്റ് ഭാഷകളിലേക്കുള്ള വിവർത്തനം :
कही हुई बात या शब्द का कानों से ज्ञान प्राप्त करना।
वह सत्यनारायण भगवान की कथा सुन रहा है।Perceive (sound) via the auditory sense.
hear